ETV Bharat / city

PCC ସଭାପତି ନିରଞ୍ଜନଙ୍କ ବିରୋଧରେ ବିଶୃଙ୍ଖଳା ଅଭିଯୋଗ

author img

By

Published : Dec 11, 2021, 3:27 PM IST

Updated : Dec 11, 2021, 3:45 PM IST

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଶୃଙ୍ଖଳା ଅଭିଯୋଗ ଆଣିଲେ ଶୃଙ୍ଖଳା କମିଟିର ଅଧ୍ୟକ୍ଷ କିଶୋର ଚନ୍ଦ୍ର ପଟେଲ । ଅଧିକ ପଢନ୍ତୁ

ନିରଞ୍ଜନଙ୍କ ବିରୋଧରେ ଆସିଲା ବିଶୃଙ୍ଖଳା ଅଭିଯୋଗ

କଟକ: ବଢ଼ିଲା କଂଗ୍ରେସ କନ୍ଦଳ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିଶୃଙ୍ଖଳିତ କାର୍ଯ୍ୟକ୍ରମ ସମ୍ପର୍କରେ ଫେରାଦ ହେଲେ ଦଳର ପୂର୍ବତନ ମୁଖପାତ୍ର ତଥା ବରିଷ୍ଠ ନେତା ନିକୁଞ୍ଜ ପଶାୟତ । PCCର ଶୃଙ୍ଖଳା କମିଟିର ଅଧ୍ୟକ୍ଷ କିଶୋର ଚନ୍ଦ୍ର ପଟେଲଙ୍କୁ ଏ ନେଇ ସେ ଚିଠି ଲେଖିଥିବା ଜଣାପଡ଼ିଛି ।

ରାଜ୍ୟରେ କଂଗ୍ରେସର ସ୍ଥିତି ଦିନକୁ ଦିନ ଦୁର୍ବଳ ଓ ନଗଣ୍ୟ ଅବସ୍ଥାକୁ ଗଲାଣି । ଯାହାକୁ ନେଇ ପ୍ରତ୍ୟେକ ଦିନ କଂଗ୍ରେସ କର୍ମୀ ଓ ନେତା ନିରାଶ ହୋଇ ଦଳ ଛାଡି ଅନ୍ୟ ଦଳରେ ମିଶୁଛନ୍ତି । ଏହା ଦଳକୁ ଆହୁରି ସଙ୍ଗୀନ କରିଛି । ଏହି ସମୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳରେ ସମ୍ମନ୍ବୟ ନ ରଖିପାରୁଥିବାରୁ କର୍ମୀମାନେ ନିରାଶ ହୋଇଛନ୍ତି ।

ତେବେ ଯଦି ଏହି ଦିଗରେ ପିସିସି ଶୃଙ୍ଖଳା କମିଟି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ବାଧ୍ୟ ହୋଇ ଏଆଇସିସି(AICC) ସଭାପତିଙ୍କୁ ଭେଟି ଅଭିଯୋଗ କରାଯିବ ବୋଲି କହିଛନ୍ତି ନିକୁଞ୍ଜ ।

PCC ସଭାପତି ନିରଞ୍ଜନଙ୍କ ବିରୋଧରେ ବିଶୃଙ୍ଖଳା ଅଭିଯୋଗ

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Dec 11, 2021, 3:45 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.