ETV Bharat / city

ଫାରୁକ ମର୍ଡର ମାମଲାର ସିନ ରିକ୍ରିଏସନ କଲା କମିଶନରେଟ ପୋଲିସ - Farooq murder case 6th accuse arrest

ମାଲଗୋଦାମ ଡାଲି ଗୋଦାମ ବ୍ୟବସାୟୀ ମହମ୍ମଦ ଫାରୁକ ହତ୍ୟାକାଣ୍ଡର ମୁଖ୍ୟ ଅପରାଧୀ ଦୀପକକୁ ଗିରଫ କରିବା ପରେ ମାଲଗୋଦାମରେ ସିନ୍ ରିକ୍ରିଏସନ୍ କରିଛି କମିଶନରେଟ ପୋଲିସ । ଅଧିକ ପଢନ୍ତୁ...

ଫାରୁକ ମର୍ଡର ମାମଲାର ସିନ ରିକ୍ରିଏସନ କଲା କମିଶନରେଟ ପୋଲିସ, ୬ଷ୍ଠ ଅଭିଯୁକ୍ତ ଗିରଫ

author img

By

Published : Sep 1, 2021, 8:15 PM IST

କଟକ: ମାଲଗୋଦାମ ଡାଲି ଗୋଦାମ ବ୍ୟବସାୟୀ ମହମ୍ମଦ ଫାରୁକ ହତ୍ୟାକାଣ୍ଡର ମୁଖ୍ୟ ଅପରାଧୀ ଦୀପକକୁ ଗିରଫ କରିବା ପରେ ମାଲଗୋଦାମରେ ସିନ୍ ରିକ୍ରିଏସନ୍ କରିଛି କମିଶନରେଟ ପୋଲିସ । ଏହି ସମୟରେ 2014 ମସିହା ନଭେମ୍ବର 12 ତାରିଖ ଦିନ ଦୀପକ ଅନ୍ୟ ଅଭିଯୁକ୍ତଙ୍କ ସହ ଆସି କିପରି ଭାବେ ଫାରୁକକୁ ଗୁଳି କରିଥିଲେ ।

ଫାରୁକ ମର୍ଡର ମାମଲାର ସିନ ରିକ୍ରିଏସନ କଲା କମିଶନରେଟ ପୋଲିସ, ୬ଷ୍ଠ ଅଭିଯୁକ୍ତ ଗିରଫ

ହତ୍ୟାକାଣ୍ଡ ଘଟାଇବା ପରେ ସମସ୍ତେ କେଉଁ ବାଟ ଦେଇ ସେଠାରୁ ଫେରାର ହୋଇଯାଇଥିଲେ ସେ ବାବଦରେ ପୋଲିସକୁ ଅବଗତ କରାଇଥିଲା ଦୀପକ । ଏହି ଘଟଣାରେ ପୋଲିସ ଡି ବ୍ରଦର୍ସଙ୍କ ସହ ମୋଟ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଆଜି ଷଷ୍ଠ ଅଭିଯୁକ୍ତ ଶଙ୍କରକୁ ଗିରଫ କରିଛି ପୋଲିସ । ଶଙ୍କର ଘର କଟକ ମଙ୍ଗଳାବାଗ ବୋଲି ଜଣାପଡିଛି । ତେବେ ଏତେ ଦିନ ପରେ ହେଲେ ବି ନ୍ୟାୟ ମିଳିଛି ଏବଂ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାରୁ ଖୁସି ଜାହିର କରିଛନ୍ତି ହତ୍ୟାକାଣ୍ଡର ଶିକାର ଫାରୁକଙ୍କ ପୁଅ ମହମ୍ମଦ ନମାନ ସାଲୁଟ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.