ETV Bharat / city

କଣ୍ଟେନମେଣ୍ଟ ଜୋନକୁ ଅଣଦେଖା କରୁଛି ସିଏମସି

କଣ୍ଟେନମେଣ୍ଟରେ ରହୁଥିବା ଲୋକଙ୍କ କଥା ଭୁଲି ଯାଉଛି ସିଏମସି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

cmc neglecting conatainment zone
କଣ୍ଟେନମେଣ୍ଟ ଜୋନକୁ ଅଣଦେଖା କରୁଛି ସିଏମସି
author img

By

Published : Aug 13, 2020, 4:43 PM IST

କଟକ: ସାରା ରାଜ୍ୟରେ କୋରୋନା କାୟା ବିସ୍ତାର କରିଛି । ଯେଉଁ ଅଞ୍ଚଳରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରୁଛି ସିଏମସି । କିନ୍ତୁ କଣ୍ଟେନମେଣ୍ଟରେ ରହୁଥିବା ଲୋକଙ୍କ କଥା ଭୁଲି ଯାଉଛି ସିଏମସି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, କୋରୋନା ଆସିବା ପୂର୍ବରୁ ବସ୍ତି ପ୍ରତି ଅଣଦେଖା ହେଉଥିଲା ଏବେ ବି ହେଉଛି । ଯେଉଁ କାରଣରୁ ଅଧିକ କୋରୋନା ଆକ୍ରାନ୍ତ ଏବେ କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହେଉଛନ୍ତି ।

କଣ୍ଟେନମେଣ୍ଟ ଜୋନକୁ ଅଣଦେଖା କରୁଛି ସିଏମସି

ଏଥିସହ କଣ୍ଟେନମେଣ୍ଟ ଜୋନରେ ରହୁଥିବା ଲୋକଙ୍କୁ ରିଲିଫ ମଧ୍ୟ ଦିଆଯାଉନାହିଁ । ଏହି ଅଵବ୍ୟସ୍ଥା ଉପରେ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ ଶୀଘ୍ର ପୂର୍ଣ୍ଣଛେଦ ଆଣୁ ବୋଲି ଦାବି କରିଛି ମିଳିତ ମଞ୍ଚ ଆବାହକ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.