ETV Bharat / city

50 କୋଟିରୁ 100 କୋଟି ଟିକସ ବୃଦ୍ଧି କରିବ ସିଏମସି - ଟିକସ ବୃଦ୍ଧି କରିବ ସିଏମସି

କଟକରେ ଟିକସର ପରିମାଣ 50 କୋଟିରୁ 100 କୋଟିରେ ପହଞ୍ଚିବ ସେହି ଦିଗରେ ଜାରି ରହିଛି ଆଲୋଚନା ପର୍ଯ୍ୟାଲୋଚନା। ବିଭିନ୍ନ କର୍ପୋରେସନ ସହ ବିଚାର ବିମର୍ଶ ଜାରି ରହିଥିବା କହିଛନ୍ତି ମେୟର ସୁବାସ ସିଂ । ଅଧିକ ପଢନ୍ତୁ

50 କୋଟିରୁ 100 କୋଟି ଟିକସ ବୃଦ୍ଧି କରିବ ସିଏମସି

author img

By

Published : Jul 2, 2022, 8:57 PM IST

କଟକ: ଆୟ ବୃଦ୍ଧି କରିବ ସିଏମସି, ବଢିବ ଟିକସ ପରିମାଣ । କଟକ ମହାନଗର ନିଗମ ଏହି ଚୂଡାନ୍ତ ନିଷ୍ପତ୍ତି ନେଇଛି । କିପରି ଟିକସର ପରିମାଣ 50 କୋଟିରୁ 100 କୋଟିରେ ପହଞ୍ଚିବ, ସେହି ଦିଗରେ ଜାରି ରହିଛି ଆଲୋଚନା ପର୍ଯ୍ୟାଲୋଚନା। ବିଭିନ୍ନ କର୍ପୋରେସନ ସହ ବିଚାର ବିମର୍ଶ ଜାରି ରହିଥିବା କହିଛନ୍ତି ମେୟର ସୁବାସ ସିଂ। ସହରରେ 2 ଲକ୍ଷ ପାଖାପାଖି ହୋଲ୍ଡିଂ ରହିଛି ।

50 କୋଟିରୁ 100 କୋଟି ଟିକସ ବୃଦ୍ଧି କରିବ ସିଏମସି

ସେଥି ମଧ୍ୟରୁ 70 ହଜାରରୁ ଊର୍ଦ୍ଧ୍ବ ଟିକସ ପାଉଛି ସିଏମସି । ଏବେବି ଅନେକ ହୋଲ୍ଡିଂ ଅଛି ଯାହା ସିଏମସି ନିୟନ୍ତ୍ରଣକୁ ଆସି ପାରିନାହିଁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି କଲ୍ୟାଣ ମଣ୍ଡପ ଗୁଡିକ ବନ୍ଦ ହୋଇ ପଡିଛି ସେଥିରୁ ମଧ୍ୟ 2 ରୁ 3 କୋଟି ଟଙ୍କା ଟିକସ ଆସିବ। ତେଣୁ ଏହି ତମାମ ଦିଗରେ ଉପରେ ଆଲୋଚନା ଜାରି ରହିଛି । ଆଉ ଯେଉଁ ଯୋଜନା ଟିକସ ବୃଦ୍ଧିର ରହିଛି ତାହା ନିଶ୍ଚୟ ହେବ ବୋଲି କହିଛନ୍ତି ମେୟର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.