ETV Bharat / city

50 କୋଟିରୁ 100 କୋଟି ଟିକସ ବୃଦ୍ଧି କରିବ ସିଏମସି

କଟକରେ ଟିକସର ପରିମାଣ 50 କୋଟିରୁ 100 କୋଟିରେ ପହଞ୍ଚିବ ସେହି ଦିଗରେ ଜାରି ରହିଛି ଆଲୋଚନା ପର୍ଯ୍ୟାଲୋଚନା। ବିଭିନ୍ନ କର୍ପୋରେସନ ସହ ବିଚାର ବିମର୍ଶ ଜାରି ରହିଥିବା କହିଛନ୍ତି ମେୟର ସୁବାସ ସିଂ । ଅଧିକ ପଢନ୍ତୁ

50 କୋଟିରୁ 100 କୋଟି ଟିକସ ବୃଦ୍ଧି କରିବ ସିଏମସି
50 କୋଟିରୁ 100 କୋଟି ଟିକସ ବୃଦ୍ଧି କରିବ ସିଏମସି
author img

By

Published : Jul 2, 2022, 8:57 PM IST

କଟକ: ଆୟ ବୃଦ୍ଧି କରିବ ସିଏମସି, ବଢିବ ଟିକସ ପରିମାଣ । କଟକ ମହାନଗର ନିଗମ ଏହି ଚୂଡାନ୍ତ ନିଷ୍ପତ୍ତି ନେଇଛି । କିପରି ଟିକସର ପରିମାଣ 50 କୋଟିରୁ 100 କୋଟିରେ ପହଞ୍ଚିବ, ସେହି ଦିଗରେ ଜାରି ରହିଛି ଆଲୋଚନା ପର୍ଯ୍ୟାଲୋଚନା। ବିଭିନ୍ନ କର୍ପୋରେସନ ସହ ବିଚାର ବିମର୍ଶ ଜାରି ରହିଥିବା କହିଛନ୍ତି ମେୟର ସୁବାସ ସିଂ। ସହରରେ 2 ଲକ୍ଷ ପାଖାପାଖି ହୋଲ୍ଡିଂ ରହିଛି ।

50 କୋଟିରୁ 100 କୋଟି ଟିକସ ବୃଦ୍ଧି କରିବ ସିଏମସି

ସେଥି ମଧ୍ୟରୁ 70 ହଜାରରୁ ଊର୍ଦ୍ଧ୍ବ ଟିକସ ପାଉଛି ସିଏମସି । ଏବେବି ଅନେକ ହୋଲ୍ଡିଂ ଅଛି ଯାହା ସିଏମସି ନିୟନ୍ତ୍ରଣକୁ ଆସି ପାରିନାହିଁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି କଲ୍ୟାଣ ମଣ୍ଡପ ଗୁଡିକ ବନ୍ଦ ହୋଇ ପଡିଛି ସେଥିରୁ ମଧ୍ୟ 2 ରୁ 3 କୋଟି ଟଙ୍କା ଟିକସ ଆସିବ। ତେଣୁ ଏହି ତମାମ ଦିଗରେ ଉପରେ ଆଲୋଚନା ଜାରି ରହିଛି । ଆଉ ଯେଉଁ ଯୋଜନା ଟିକସ ବୃଦ୍ଧିର ରହିଛି ତାହା ନିଶ୍ଚୟ ହେବ ବୋଲି କହିଛନ୍ତି ମେୟର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.