ETV Bharat / city

Chittaranjan Palai Murder Case: କ୍ରାଇମବ୍ରାଞ୍ଚ କରିବ ତଦନ୍ତ - ଚିତ୍ତରଞ୍ଜନ ପଲାଇ ମୃତ୍ୟୁ ମାମଲା

ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ(Planning Board Deputy-chairman PA death case) । ଅଧିକ ପଢନ୍ତୁ

CRIME BRANCH
Planning Board PA death Case: କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ହସ୍ତାନ୍ତର
author img

By

Published : Dec 15, 2021, 11:31 AM IST

Updated : Dec 15, 2021, 2:28 PM IST

କଟକ: ଯୋଜନାବୋର୍ଡ ଉପାଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ଘଟଣା । କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି ଅଭୟ(Police DG Abhay) । ଗତକାଲି(ମଙ୍ଗଳବାର) ପରିବାର ଲୋକେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଥିଲେ ।

ସୂଚନା ଅନୁଯାୟୀ ଗତ ସୋମବାର ପୁରୀ ସଦର ଥାନା ଗଡ଼ମୃଗସିରାବ୍ରିଜ ନିକଟ ନୂଆନଈ ପଠାରୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ (Planning Board Deputy-chairman Sanjay Dasbarma's PA) PA ଚିତ୍ତରଞ୍ଜନ ପଲେଇ(22)ଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ନିଖୋଜ ଥିବାର କିଛିଦିନ ପରେ ମୃତଦେହ ଠାବକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ କରିଥିଲେ ।

କ୍ରାଇମବ୍ରାଞ୍ଚ କରିବ ତଦନ୍ତ

ପୋଲିସ କହିବା ଅନୁଯାୟୀ ରବିବାର ଚିତ୍ତ ଭୋଜି କରିବାକୁ ଯାଇ ଘରକୁ ଫେରିନଥିଲେ । ଏନେଇ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ ମଧ୍ୟ ପର ଦିନ ସକାଳେ ଚିତ୍ତଙ୍କ ମୃତଦେହ ଠାବ ହୋଇଥିଲା । ପୋଲିସ ପାରିପାର୍ଶ୍ବିକ ପରିସ୍ଥିତିରୁ ହତ୍ୟା ସନ୍ଦେହ କରି ଏକ ମାମଲା ରୁଜୁ କରିଥିଲା ।

ପରିବାର ଲୋକେ ମଧ୍ୟ ହତ୍ୟା ଅଭିଯୋଗ କରିବା ସହ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମଧ୍ୟ ଦାବି କରିଥିଲେ । ଆଜି ପୋଲିସ ଡିଜି ଅଭୟ କେସକୁ କ୍ରାଇମବ୍ରାଞ୍ଚଙ୍କୁ ହସ୍ତାନ୍ତର କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 15, 2021, 2:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.