ETV Bharat / city

କଟକ ଜିଲ୍ଲାରେ ଏଣିକି ଅବହେଳିତ ରହିବେନି ଶିଶୁ: ଜିଲ୍ଲାପାଳ

author img

By

Published : Nov 25, 2021, 6:30 PM IST

ଜିଲ୍ଲାରେ ଶିଶୁମାନଙ୍କ ପାଇଁ ଆସୁଥିବା ସମସ୍ତ ଯୋଜନା ହେବ ସଫଳ । କେହି ବି ସରକାରୀ ଯୋଜନାରୁ ବଞ୍ଚିତ ହେବେନି । ଏହା କହିଛନ୍ତି କଟକ ଜିଲ୍ଲାପାଳ(Collector Cuttack) । ଅଧିକ ପଢନ୍ତୁ

child are no longer neglected in Cuttack says Collector
ସୁସ୍ଥ ସମାଜ ଗଠନର ମନ୍ତ୍ର ଶିଶୁଙ୍କ ମୁଁହରେ ହସ

କଟକ: ଜିଲ୍ଲାରେ ଶିଶୁଙ୍କ ପାଇଁ ଆସୁଥିବା ସମସ୍ତ ଯୋଜନା ହେବ ସଫଳ । କେହି ବି ଯୋଜନାରୁ ବଞ୍ଚିତ ହେବେନି । ସରକାରୀ ସ୍ତରରେ ଅନେକ ଯୋଜନା ଶିଶୁଙ୍କ ପାଇଁ ରହିଛି । ସମସ୍ତଙ୍କ ପାଖରେ ପହଞ୍ଚିବ ସରକାରୀ ଯୋଜନା । ଏନେଇ ସ୍ପଷ୍ଟ କରିଛନ୍ତି କଟକ ଜିଲ୍ଲାପାଳ (Collector) ଭବାନୀ ଶଙ୍କର ଚୟିନୀ ।

କଟକ ଜିଲ୍ଲାରେ ଏଣିକି ଅବହେଳିତ ରହିବେନି ଶିଶୁ

ଏହା ମଧ୍ୟ ପଢନ୍ତୁ: ଟ୍ୟାପ୍‌ ଖୋଲିଲେ ବାହାରୁଛି ଗୋଳିଆ ପାଣି, ଚିନ୍ତାରେ କଟକବାସୀ

ଆଜି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିଶୁଙ୍କ ଅଧିକାର ସମ୍ପର୍କୀୟ ବୈଠକରେ ଏହି ଦିଗ ଉପରେ ବିଭିନ୍ନ ଅଧକାରୀଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ । କିପରି ଶିଶୁ ସୁସ୍ଥ ରହିବ, ପାଠପଢା ଓ ଖେଳକୁଦରୁ ବଞ୍ଚିତ ରହିବନି ଏନେଇ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସିଧାସଳଖ ଜଣାଇଛନ୍ତି ଜିଲ୍ଲାପାଳ ।

ଆଜିର ଶିଶୁ ଆସନ୍ତାକାଲିର ନାଗରିକ । ସେଥିପାଇଁ ସରକାରୀ ସ୍ତରରେ ଯାହା ସବୁ ଅଧିକାର ରହିଛି, ସବୁ ଶିଶୁମାନେ ପାଇବେ ବୋଲି ସ୍ପଷ୍ଟ କରିଛନ୍ତି କଟକ ଜିଲ୍ଲାପାଳ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.