ETV Bharat / city

ଜାଇକା ଯୋଗୁଁ ଖସିଲା ଅତଡା, ଭୁସୁଡିଲା ବିଲ୍ଡିଂ

author img

By

Published : May 30, 2020, 7:33 PM IST

ବଡ଼ ନାଳ ପାର୍ଶ୍ବରେ ବିଭୁତି ଭୂଷଣ ମିଶ୍ର ନାମକ ବ୍ୟକ୍ତିଙ୍କ ଘର । ଜାଇକା ପଙ୍କ ଉଝୁଳା କାମ ଜାରି ରଖିଥିଲା ବେଳେ ଘଟିଛି ଏହି ଅଭାବନୀୟ ଘଟଣା । ଅଧିକ ପଢ଼ନ୍ତୁ...

building-collapsed-in-cuttack-due-to-jica
ଜାଇକା ଯୋଗୁଁ ଖସିଲା ଅତଡା, ଭୁସୁଡିଲା ବିଲ୍ଡିଂ

କଟକ: ପଙ୍କ ଉଝୁଳା ବେଳେ ଭାଙ୍ଗିଲା ଘର । ଦେଖୁ ଦେଖୁ ଗଳି ପଡ଼ିଲା ଘର ସମ୍ନାପଟ । ତେବେ ଅଳ୍ପେକେ ବର୍ତ୍ତିଗଲେ ପରିବାର ଲୋକେ । ଘଟଣା ଘଟିଛି କଟକ ମହତାବ ରୋଡରେ ।

ବଡ଼ ନାଳ ପାର୍ଶ୍ବରେ ବିଭୁତି ଭୂଷଣ ମିଶ୍ର ନାମକ ବ୍ୟକ୍ତିଙ୍କ ଘର । ଜାଇକା ପଙ୍କ ଉଝୁଳା କାମ ଜାରି ରଖିଥିଲା ବେଳେ ଘଟିଛି ଏହି ଅଭାବନୀୟ ଘଟଣା । ତେବେ ଘଟଣା ସ୍ଥଳରେ ମହାନଗର ନିଗମ ଡେପୁଟି କମିଶନର ଓ ଜାଇକା ପ୍ରୋଜେକ୍ଟ ମ୍ୟାନେଜର ପହଞ୍ଚି ଘଟଣାକୁ କରିଛନ୍ତି ସମୀକ୍ଷା । ଖୁବଶୀଘ୍ର ଘରକୁ ପୁନଃ ବିନ୍ୟାସ କରିଯିବା ନେଇ ମଧ୍ୟ ଦାବି କରିଛନ୍ତି ଅଧକାରୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.