ETV Bharat / city

ବଜ୍ରାଘାତରେ ମଇଁଷି ଚରାଳିଙ୍କ ମୃତ୍ୟୁ - ଘାତକ ହେଉଛି ବଜ୍ରପାତ

କଟକ ନରସିଂହପୁର ବ୍ଲକ ଅନ୍ତର୍ଗତ ବାଲିଝରି ଗୋପାଳ ସାହିରେ ଅଘଟଣ । ପୋଡନାଳକୁ ଯାଇଥିବା ସମୟରେ ମଇଁଷି ଚରାଳି ବୁଦ୍ଧିଆ ବେହେରାଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ
author img

By

Published : Oct 8, 2019, 4:39 AM IST

କଟକ: ରାଜ୍ୟରେ ଘାତକ ହେଉଛି ବଜ୍ରପାତ । ସୋମବାର ସନ୍ଧ୍ୟାରେ ମଧ୍ୟ ବଜ୍ରାଘାତ ଜୀବନ ନେଇଛି । ସୋମବାର ସନ୍ଧ୍ୟାରେ ନରସିଂହପୁର ବ୍ଲକ ଅନ୍ତର୍ଗତ ବାଲିଝରି ଗୋପାଳ ସାହିରେ ଏହି ଅଘଟଣ ଘଟିଛି । ପୋଡନାଳକୁ ଯାଇଥିବା ସମୟରେ ମଇଁଷି ଚରାଳି ବୁଦ୍ଧିଆ ବେହେରାଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି ।

ବଜ୍ରାଘାତ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବଡ଼ମ୍ବା ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ବଜ୍ରାଘାତ ରେ ମଇଁଷି ଚରାଳିଙ୍କ ମୃତ ଘଟିଛି।
ସୁଚନା ଅନୁଯାୟୀ ଗତ ସନ୍ଧ୍ୟା ରେ ନରସିଂହପୁର ବ୍ଲକ ଅନ୍ତର୍ଗତ ବାଲିଝରି ଗୋପାଳ ସାହିର ବୁଦ୍ଧିଆ ବେହେରା (40 ବର୍ଷ) ମଇଁଷି ଚରେଇବା ପାଇଁ ପୋଡନାଳ କୁ ଯାଇଥିବା ସମୟ ରେ ବଜ୍ରାଘାତ
ହୋଇଥିଲା।ଗୁରୁତ୍ୱର ଅବସ୍ଥାରେ ତାଙ୍କୁ ବଡ଼ମ୍ବା ମେଡ଼ିକାଲ କୁ ନିଆଯାଇଥିଲା।ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.