ETV Bharat / city

ବନ୍ଧକୁ ନେଇ ଦୁଇ ଗ୍ରାମ ମୁହାଁମୁହିଁ: 1 ମୃତ, 10 ଗୁରୁତର

ରବିବାର ନରସିଂହପୁର ଚାମୁଣ୍ଡାପଲ୍ଲୀ ଅନ୍ତର୍ଗତ ସାଗର ଗାଁ ଓ ପାଞ୍ଚଗୋଚ୍ଛିଆ ଗାଁ ମଧ୍ୟରେ ବନ୍ଧକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Aug 4, 2019, 12:47 PM IST

କଟକ: ବନ୍ଧକୁ ନେଇ ଦୁଇ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ରବିବାର ବଡମ୍ବା ନରସିଂହପୁର ଚାମୁଣ୍ଡାପଲ୍ଲୀ ଅନ୍ତର୍ଗତ ସାଗର ଗାଁ ଓ ପାଞ୍ଚଗୋଚ୍ଛିଆ ଗାଁ ମଧ୍ୟରେ ବନ୍ଧକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନା ମୁତାବକ ଦୀର୍ଘଦିନ ଧରି ଉଭୟ ଗାଁ ମଧ୍ୟରେ ବନ୍ଧକୁ ନେଇ ବିବାଦ ଲାଗି ରହିଥିଲା । ଯାହା ଶୁକ୍ରବାର ଉଗ୍ର ରୂପ ନେଇ ଉଭୟ ପକ୍ଷରୁ ଆକ୍ରମଣ ହୋଇଥିଲା ।

ଫଳରେ ଏହି ଘଟଣାରେ 10 ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ସାଗର ଗ୍ରାମର ଶ୍ରୀଧର ସାମଲ ବୋଲି ଜଣାପଡିଛି ।

ଏପଟେ ପାଞ୍ଚଗୋଚ୍ଛିଆ ଗ୍ରାମର ହରିହର ବେହେରାଙ୍କ ସମେତ 10 ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

Intro:କଟକ:ନରସିଂପୁର ଚାମୁଣ୍ଡାପଲ୍ଲୀ ବନ୍ଧକୁ ନେଇ ସାଗର ଓ ପାଞ୍ଚଗୋଚ୍ଛିଆ ଗାଁ ମଧ୍ୟରେ ସଂଘର୍ଷ । ଜଣେ ମୃତଓ ୧୦ ଆହତ ହୋଇଥିବା ସୂଚନା । ତେବେ ଦୀର୍ଘଦିନ ଧରି ବନ୍ଧ ବିବାଦ ଚାଲିଥିବା ବେଳେ ଆଜି ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।

ଚାମୁଣ୍ଡା ପଲ୍ଲୀ ବନ୍ଦ କାଟିବା ଘଟଣା କୁ କେନ୍ଦ୍ରକରି ସାଗର ଓ ପାଞ୍ଚ ଗୋଛିଆ ଦୁଇ ଗ୍ରାମ ମଧ୍ୟରେ ଚାଲିଥିବା ବିବାଦ ଆଜି ଉଗ୍ର ରୂପ ନେଇଛି । ଉଭୟ ପକ୍ଷରୁ ଆକ୍ରମଣ ପ୍ରତି ଆକ୍ରମଣ ରେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି,। ସାଗର ଗ୍ରାମର ଶ୍ରୀଧର ସାମଲ ଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚାଗୋଛିଆ ଗ୍ରାମର ହରିହର ବେହେରା ଗୁରୁତର ଆହତ ହୋଇଛନ୍ତି । ଏବେବି ଆହୁରି ୧୦ ରୁ ଅଧିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛିBody:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.