ETV Bharat / city

‘BJP ଜିତିବ ପିପିଲି ଉପନିର୍ବାଚନ ’

ଆସନ୍ତା ୩୦ ତାରିଖରେ ହେବାକୁ ଯାଉଛି ପିପିଲି ଉପନିର୍ବାଚନ । ବିଜେପି ଜିତିବା ପ୍ରାର୍ଥୀ ଜିତିବା ନେଇ ଦମ୍ଭୋକ୍ତି ଦେଖାଇଲେ ଭୁବନେଶ୍ବର ସାଂସଦ ଅପରାଜିତା । ଅଧିକ ପଢନ୍ତୁ...

author img

By

Published : Sep 5, 2021, 6:51 PM IST

‘ BJP ଜିତିବ ପିପିଲି ଉପନିର୍ବାଚନ
‘ BJP ଜିତିବ ପିପିଲି ଉପନିର୍ବାଚନ

କଟକ: ଆସନ୍ତା ୩୦ ତାରିଖରେ ହେବାକୁ ଯାଉଛି ପିପିଲି ଉପନିର୍ବାଚନ । ଏହି ନିର୍ବାଚନରେ ବାଜିମାତ ପାଇଁ ସମସ୍ତ ଦଳ ଆପ୍ରାଣ ଉଦ୍ୟମ ଆରମ୍ଭ କରିସାରିଲେଣି। ଏହି ନିର୍ବାଚନୀ ପ୍ରତିଦ୍ବନ୍ଦିତା ମଧ୍ୟରେ BJP ବାଜିମାତ କରିବା ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ। ଆଜି କଟକରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଅପରାଜିତା ଏହି ପ୍ରତିକ୍ରିୟା ଦେଇଛନ୍ତି ।

‘ BJP ଜିତିବ ପିପିଲି ଉପନିର୍ବାଚନ

ଅପରାଜିତା କହିଛନ୍ତି, ବିଜେପି ନିର୍ବାଚନ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଜୋରଦାର କ୍ୟାମ୍ପେନିଂ ମଧ୍ୟ ହୋଇଥିଲା। ଏ ଭିତରେ ବିଜେପି ପ୍ରାର୍ଥୀ ନିଶ୍ଚିତ ଭାବେ ବିଜୟୀ ହେବେ ବୋଲି କହିଛନ୍ତି ସାଂସଦ ଅପରାଜିତା । ଦୁଇ ଦୁଇ ଥର ସ୍ଥଗିତ ରହିବା ପରେ ୩୦ ତାରିଖରେ ମତଦାନ ହେବା ନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.