ETV Bharat / city

ଖୁବ ଶୀଘ୍ର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିବ BJD: ସୁବାସ ସିଂ

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଖୁବଶୀଘ୍ର ବିଜେଡି ଷ୍ଟାର ପ୍ରଚାରକ ଘୋଷଣା କରିବା ନେଇ କହିଛନ୍ତି ସୁବାସ ସିଂ । ଅଧିକ ପଢନ୍ତୁ

author img

By

Published : May 14, 2022, 1:56 PM IST

ଖୁବ ଶୀଘ୍ର ଷ୍ଟାର ପ୍ରଚାରକ ଘୋଷଣା କରିବ ବିଜେଡି: ସୁବାସ ସିଂ

କଟକ: ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାକୁ ନେଇ ଚଳଚଞ୍ଚଳ ରାଜନୈତିକ ଶିବିର । ତେବେ ଖୁବ ଶୀଘ୍ର ବିଜେଡି ଷ୍ଟାର ପ୍ରଚାରକ ଘୋଷଣା କରିବା ନେଇ କହିଛନ୍ତି ସୁବାସ ସିଂ । ସୁବାସ ସିଂ କହିଛନ୍ତି ଯେ, "ଦଳର ସମସ୍ତ କର୍ମୀ ନିର୍ବାଚନ ପାଇଁ କାର୍ଯ୍ୟ ଆରମ୍ଭ କରିସାରିଲେଣି । ଦଳ ସେଠି ଭଲ ପ୍ରଦର୍ଶନ କରିବ । ପଞ୍ଚୟତ ଏବଂ ପୌର ନିର୍ବାଚନରେ ଦଳ ସେଠାରେ ଭଲ ପଦର୍ଶନ କରିଥିଲା ।

ସେହି ଧାରା ବଜାୟ ରଖିବାକୁ ଚେଷ୍ଟା କରାଯିବ। 50 ହଜାର ରୁ ଉର୍ଦ୍ଧ୍ବ ଭୋଟରେ ଆଗରେ ରହିଛି ଦଳ । ତେବେ ମୁଖ୍ୟମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଇବାର କିଛି କାର୍ଯ୍ୟକ୍ରମ ନାହିଁ ।"

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.