ETV Bharat / city

ସଶକ୍ତ ହେଉଛି ‘ବେଟି ବଚାଓ ବେଟି ପଢାଓ’ ଅଭିଯାନ

ସିଲଭରସିଟିରେ ବାଳିକା ସୁରକ୍ଷା ଦିଗ ହେଉଛି ମଜଭୁତ । ପଢନ୍ତୁ ଅଧିକ....

author img

By

Published : Jan 28, 2021, 11:02 PM IST

ସଶକ୍ତ ହେଉଛି ବେଟି ବଚାଓ ଓ ବେଟି ପଢାଓ ଅଭିଯାନ

କଟକ:ସିଲଭରସିଟିରେ ବାଳିକା ସୁରକ୍ଷା ଦିଗ ହେଉଛି ମଜଭୁତ । ସବୁ ବ୍ଲକ, ନିର୍ବାଚନ ମଣ୍ଡଳୀରେ ପ୍ରଶାସନ ପକ୍ଷରୁ ଜାରି ରହିଛି ଅଭିଯାନ । ବାଳିକା ମାନଙ୍କ ସୁରକ୍ଷା କିପରି ହୋଇପାରିବ ତାକୁ ନେଇ ଚାଲିଛି ଅଭିଯାନ । ଏହାଛଡା ପିଲାମାନଙ୍କ ସୁରକ୍ଷା ପାଇଁ ସେମାନଙ୍କ ପିତାମାତାଙ୍କୁ ମଧ୍ୟ ସଚେତନ କରାଯାଉଛି ।

ବର୍ତ୍ତମାନ ଜାତୀୟ ଶିଶୁ ବାଳିକା ସପ୍ତାହ ଜାରି ରହିଥିବା ହେତୁ ଏହି ଅଭିଯାନକୁ ଆହୁରି କ୍ରିୟାଶୀଳ କରାଯାଉଛି । ବସ୍ତି ଅଞ୍ଚଳ ଓ ସହରାଞ୍ଚଳରେ ମଧ୍ୟ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଜାରି ରହିଛି । ତେଣୁ ବର୍ତ୍ତମାନ ଯେପରି ନାବାଳିକା ମାନଙ୍କ ହେଉଥିବା ଅତ୍ୟାଚାର ଓ ଅପରାଧକୁ ଦୃଷ୍ଟିରେ ରଖି ଏହି ଅଭିଯାନକୁ ଆହୁରି ବ୍ୟାପକ କରିଛି ପ୍ରଶାସନ ।

କଟକରୁ ପ୍ରଭୁ କଲ୍ୟାଣ ପାଲ , ଇଟିଭି ଭାର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.