କଟକ: ଚର୍ଚ୍ଚାରେ ଓଡିଆ ଚଳଚିତ୍ର ଜଗତର ଦୁଇ ପରିଚିତ ଯୋଡି ତଥା ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ସମ୍ପର୍କ । ଏହି କଥା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । କିଏ କହୁଛି ସତ ? ବର୍ଷା ନା ଅନୁଭବ ? ଏମିତିକି ସିନେ ଜଗତ ମଧ୍ୟ ଏହାଦ୍ୱରା ପ୍ରଭାବିତ ହେବାର ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇ ନପାରେ । ତେବେ ଶୁଣନ୍ତୁ କଣ କହୁଛନ୍ତି ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ । ଅନୁଭବଙ୍କ ବିରୁଦ୍ଧରେ କୋର୍ଟରେ ବର୍ଷା ଦାଖଲ କରିଥିବା ପିଟିସନରେ କଣ ଅଭିଯୋଗ ରହିଛି ?
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ