ETV Bharat / city

ବାରବାଟୀ ବ୍ୟାଟେଲ: ମ୍ୟାଚ ପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା - Match

ବାରବାଟୀରେ ଅନୁଷ୍ଠିତ ହେବ ତୃତୀୟ ଦିନିଆ ମ୍ୟାଚ। ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇ ଥିବାବେଳେ, ଏନେଇ କ'ଣ କହୁଛନ୍ତି କଟକ ଡିସିପି ଶୁଣନ୍ତୁ...

Barabati battle
ବାରବାଟୀ ବ୍ୟାଟେଲ: ମ୍ୟାଚ ପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା
author img

By

Published : Dec 21, 2019, 7:22 PM IST

କଟକ: ଦିନକ ପରେ ବାରବାଟୀରେ ଖେଳାଯିବା ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ୍‌। ଶେଷ ତଥା ଫାଇନାଲ ମ୍ୟାଚ୍‌ ଖେଳାଯିବାକୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଉଭୟ ଦଳ ଗୋଟିଏ ଗୋଟିଏ ମ୍ୟାଚ ଜିତିଥିବା ବେଳେ ଆସନ୍ତାକାଲି ଫାଇନାଲ ହେବ କିଏ ହାତେଇବ ଟ୍ରଫି। ଦର୍ଶକ କିଭଳି ଶାନ୍ତି ଶୃଙ୍ଖଳାର ସହ ମ୍ୟାଚ ଦେଖିବେ ସେନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ନେଇ କଟକ ଡିସିପିଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି...

ବାରବାଟୀ ବ୍ୟାଟେଲ: ମ୍ୟାଚ ପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro: ଆସନ୍ତାକାଲି ବାରବାଟୀ ରେ ଖେଳାଯିବ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ତଥା ଫାଇନାଲ୍ ମ୍ୟାଚ।ଉଭୟ ଟିମ ଗୋଟିଏ ଗୋଟିଏ ମ୍ୟାଚ ଜିତିଥିବା ବେଳେ ଆସନ୍ତାକାଲି ଯିଏ ଜିତିବ ଟ୍ରଫି ହାତେଇବ।ତେବେ ଦର୍ଶକ ମାନେ କିଭଳି ଶାନ୍ତି ଶୁଙ୍ଖଳାର ସହ ମ୍ୟାଚ ଦେଖିବେ ସେନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ସୁରକ୍ଷା ସମ୍ପର୍କରେ କଟକ ଡିସିପି ଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.