ETV Bharat / city

ବାର ଆସୋସିଏସନର କାର୍ଯ୍ୟବନ୍ଦ ପ୍ରସଙ୍ଗ: ସମସ୍ତ ପ୍ରତିପକ୍ଷଙ୍କୁ ହାଇକୋର୍ଟ ଫୁଲ୍‌ ବେଞ୍ଚର ନୋଟିସ୍‌ - high court sent notice

ରାଜ୍ୟର ବିଭିନ୍ନ ବାର ଆସୋସିଏସନର କାର୍ଯ୍ୟବନ୍ଦ ପ୍ରସଙ୍ଗରେ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଦେଲେ ହାଇକୋର୍ଟ । 21 ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ନୋଟିସରେ ଉଲ୍ଲେଖ ।

ଫାଇଲ ଫଟୋ
author img

By

Published : Oct 15, 2019, 11:29 AM IST

Updated : Oct 15, 2019, 2:59 PM IST

କଟକ: ରାଜ୍ୟର ବିଭିନ୍ନ ବାର ଆସୋସିଏସନର କାର୍ଯ୍ୟବନ୍ଦ ପ୍ରସଙ୍ଗରେ ସମସ୍ତ ପ୍ରତିପକ୍ଷଙ୍କୁ ହାଇକୋର୍ଟଙ୍କ ନୋଟିସ୍‌ । ନୋଟିସ୍‌ ଦେଲେ ହାଇକୋର୍ଟର 14 ଜଣିଆ ଫୁଲ ବେଞ୍ଚ। 21 ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ନୋଟିସରେ ଉଲ୍ଲେଖ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଆଇନ ସଚିବ, ଉଭୟ ଜାତୀୟ ଓ ରାଜ୍ୟ ବାର କାଉନସିଲ ଅଧ୍ୟକ୍ଷଙ୍କୁ ନୋଟିସ୍‌ ଦେଲେ ଖଣ୍ଡପୀଠ । ହାଇକୋର୍ଟ ବାର ଆସୋସିଏସନର ସଭାପତି, ସମ୍ପାଦକଙ୍କୁ ମଧ୍ୟ ଫୁଲ୍‌ବେଞ୍ଚର ନୋଟିସ୍‌ ।

ହାଇକୋର୍ଟର ରେଜିଷ୍ଟାରଙ୍କ ପକ୍ଷରୁ ଦାୟର ହୋଇଥିବା ମାମଲା ଉପରେ ବିଚାର କରି ନୋଟିସ ଦେଲେ ଫୁଲ୍‌ ବେଞ୍ଚ। ପ୍ରଥମ ଥର ପାଇଁ 14 ଜଣିଆ ବିଚାରପତିଙ୍କୁ ନେଇ ବସିଥିଲା ଫୁଲ୍‌ ବେଞ୍ଚ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

BLANK FOR LINK  

Conclusion:
Last Updated : Oct 15, 2019, 2:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.