ETV Bharat / city

ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେଲେ ଏଏସଆଇ ସୁପରିଟେଣ୍ଡେଣ୍ଟ - ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହେଲେ ଏଏସଆଇ ସୁପରିଟେଣ୍ଡେଣ୍ଟ

କୋଣାର୍କ ଓ ନାଟ୍ୟ ମଣ୍ଡପ ମରାମତି ମାମଲାରେ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେଲେ ଏଏସଆଇ ସୁପରିଟେଣ୍ଡେଣ୍ଟ।

asi superintendent present High court
ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେଲେ ଏଏସଆଇ ସୁପରିଟେଣ୍ଡେଣ୍ଟ
author img

By

Published : Dec 17, 2019, 8:20 PM IST

କଟକ: ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବ୍ୟକ୍ତିଗତ ଭାବେ ହାଜର ହେଲେ ଏଏସଆଇ ସୁପରିଟେଣ୍ଡେଣ୍ଟ। କୋଣାର୍କ ଓ ନାଟ୍ୟ ମଣ୍ଡପ ମରାମତି ମାମଲାରେ ଗତକାଲି ହାଇକୋର୍ଟ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । କୋଣାର୍କ ଓ ନାଟ୍ୟମଣ୍ଡପର କାର୍ଯ୍ୟକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ କୋର୍ଟ।

ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେଲେ ଏଏସଆଇ ସୁପରିଟେଣ୍ଡେଣ୍ଟ

ଆମିକସକ୍ୟୁରୀଙ୍କ ରିପୋର୍ଟ ଅନୁଯାୟୀ, କାମ ହେଉନଥିବାରୁ ବିରକ୍ତି ପ୍ରକାଶ କରିଥିଲେ। ଏପରିକି ଆମିକସକ୍ୟୁରୀଙ୍କୁ ଏଏସଆଇଙ୍କ ବ୍ୟବହାରକୁ ନେଇ ମଧ୍ୟ କୋର୍ଟ ବିରକ୍ତି ହୋଇଥିଲେ। ଆସନ୍ତା 23ରେ ପରବର୍ତ୍ତୀ ଶୁଣାଣି ହେବା ସହ ଏଏସଆଇ ଡିଜି ଓ ଯୁଗ୍ମ ନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ହାଇକୋର୍ଟ ଙ୍କ ନିର୍ଦ୍ଧେଶ କ୍ରମେ ଆଜି ହାଇକୋର୍ଟ ରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ ଏଏସଆଇ ସୁପରିନଟେଣ୍ଡେଣ୍ଟ।କୋଣାର୍କ ଓ ନାଟ୍ୟମଣ୍ଡପ ମରାମତି ମାମଲାରେ ଗତକାଲି ହାଇକୋର୍ଟ ଶୁଣାଣି କରି ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।ତେବେ ଆଜି ଏହି ମାମଲାର ଶୁଣାଣି ହୋଇଥିଲା।କୋଣାର୍କ ଓ ନାଟ୍ୟମଣ୍ଡପ ର କାର୍ଯ୍ୟ କୁ ନେଇ କୋର୍ଟ କ୍ଷୋବ ପ୍ରକାଶ କରିଥିଲେ।ଆମିକସକ୍ୟୁରୀ ଙ୍କ ରିପୋର୍ଟ ଅନୁଯାୟୀ କାମ ହେଉନଥିବା ନେଇ କୋର୍ଟ ବିରକ୍ତି ପ୍ରକାଶ କରିଥିଲେ।ତେବେ ଆମିକସକ୍ୟୁରୀ ଙ୍କୁ ଏଏସଆଇ ଠିକ ଭାବରେ ବ୍ୟବହାର କରୁନଥିବା ଘଟଣାକୁ ନେଇ ମଧ୍ୟ କୋର୍ଟ ବିରକ୍ତି ପ୍ରକାଶ କରିଥିଲେ।ଆସନ୍ତା ୨୩ ତାରିଖରେ ଏଏସଆଇ ଡିଜି ଓ ଯୁଗ୍ମ ନିର୍ଦେଶକଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଧେଶ ଦେଇଛନ୍ତି।ଆସନ୍ତା ୨୩ ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି।

ବାଇଟ - ଡ଼ଃ ଅଶୋକ ମହାପାତ୍ର, ଆବେଦନକାରୀ ଓକିଲ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.