ETV Bharat / city

ପୋଲିସ ବିଭାଗରେ ନିଯୁକ୍ତ ହେବେ ୧୮୫ ଜଣ ଡ୍ରାଇଭର - ଓଡିଶା ପୋଲିସରେ ନିଯୁକ୍ତ ହେବେ ୧୮୫ ଡ୍ରାଇଭର

ପୋଲିସ ବିଭାଗରେ ୧୮୫ ଜଣ ଡ୍ରାଇଭରଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ଚୟନ ବୋର୍ଡ ଦ୍ବାରା ମନୋନୀତ ହୋଇଥିବା 185 ଡ୍ରାଇଭରଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ଡିଜି । ଅଧିକ ପଢନ୍ତୁ

police department
police department
author img

By

Published : Dec 20, 2021, 11:01 PM IST

କଟକ: ପୋଲିସ ବିଭାଗରେ ୧୮୫ ଜଣ ଡ୍ରାଇଭରଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ।

ଚୟନ ବୋର୍ଡ ଦ୍ବାରା ମନୋନୀତ ହୋଇଥିବା 185 ଡ୍ରାଇଭରଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ଡିଜି ।

ଫଳରେ ଯୋଗ୍ୟେ ପ୍ରାର୍ଥୀଙ୍କ ତାଲିକା ୱେବସାଇଟ oprecruitment.in ଏବଂ odishapolice.gov.in ରେ ଉପଲବ୍ଧ ହେଉଛି ।

ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ଶାରୀରିକ ପରୀକ୍ଷା ଏବଂ ଡ୍ରାଇଭିଂ ପରୀକ୍ଷା ଡିସେମ୍ବର ୧ ରୁ ଡିସେମ୍ବର ୧୦ ତାରିଖ ମଧ୍ୟରେ ଆୟୋଜନ କରାଯାଇଥିଲା। ଲିଖିତ ପରୀକ୍ଷା ଡିସେମ୍ବର ୧୨ ରେ ଅନୁଷ୍ଠିତ ହୋଇଥିଲା |

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.