ETV Bharat / city

କଟକରେ ମାଡୁଛି କୋରୋନା, ଆଉ 92 ପିଜିଟିଭ ଚିହ୍ନଟ

author img

By

Published : Jun 13, 2020, 3:54 PM IST

କଟକରୁ ଆଉ 92 ପିଜିଟିଭ ମାମଲା ସାମ୍ନାକୁ ଆସିବା ପରେ ଏହା ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇଦେଇଛି । ନୂଆ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ । ଅଧିକ ପଢନ୍ତୁ...

କଟକରେ ବଢୁଛି କୋରୋନା, ଆଉ 92 ପିଜିଟିଭ ଚିହ୍ନଟ

କଟକ: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପରିସ୍ଥିତିରେ କଟକରୁ ଆଉ 92 ପିଜିଟିଭ ମାମଲା ସାମ୍ନାକୁ ଆସିଛି । ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଏବେ ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇଦେଇଛି ।

ନୂଆ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ । ଏହାସହ ଆଗକୁ ଆଉ ଯିଏ ବି ପିଜେଟିଭ ପଜିଟିଭ ଚିହ୍ନଟ ହେବେ ସେମାନଙ୍କୁ ସଙ୍ଗେ ସଙ୍ଗେ କୋଭିଡ ମେଡିକାଲରେ ଭର୍ତ୍ତି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଅନ୍ୟପକ୍ଷେ ବର୍ତ୍ତମାନସୁଦ୍ଧା କଟକରେ ଗୋଷ୍ଠୀ ସଂକ୍ରମଣ ହୋଇ ନାହିଁ ବୋଲି ଜିଲ୍ଲାପାଳ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏଯାବତ ଯେତିକି ମାମଲା ସାମ୍ନାକୁ ଆସିଛି ସେଥିମଧ୍ୟରୁ ଆଧାରୁ ଅଧିକ ସଙ୍ଗରୋଧ କେନ୍ଦ୍ରରୁ ବୋଲି ଜଣାପଡିଛି। ତେବେ କୋରୋନାର ମୁକବାଇଲା ପାଇଁ ପ୍ରଶାସନ ଆଗେଇ ଚାଲିଛି ବୋଲି ଭବାନୀ କହିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.