ETV Bharat / city

୮ ଦିନରେ ୮୯୪ ନିଖୋଜ ପିଲାଙ୍କୁ ଉଦ୍ଧାର କଲା ଓଡ଼ିଶା ପୋଲିସ - ଓଡ଼ିଶା ପୋଲିସ

୮ ଦିନରେ ୮୯୪ ନିଖୋଜ ପିଲାଙ୍କୁ ଉଦ୍ଧାର । ସୂଚନା ଦେଲେ ପୋଲିସ ଡିଜି ଅଭୟ । ଅଧିକ ପଢନ୍ତୁ...

894 child rescued by odisha police :dgp abhaya
୮ ଦିନରେ ୮୯୪ ନିଖୋଜ ପିଲାଙ୍କୁ ଉଦ୍ଧାର କଲା ଓଡ଼ିଶା ପୋଲିସ
author img

By

Published : Jan 27, 2021, 5:43 PM IST

Updated : Jan 27, 2021, 6:12 PM IST

କଟକ:ରାଜ୍ୟରେ ୮୯୪ ଜଣ ନିଖୋଜ ଶିଶୁଙ୍କୁ ଉଦ୍ଧାର । ଉଦ୍ଧାରଙ୍କ ମଧ୍ୟରେ ୮ଶହ ବାଳିକା ଓ ୯୪ ଜଣ ବାଳକ ରହିଛନ୍ତି । ସର୍ବାଧିକ ୧୨୭ ଜଣ ଶିଶୁ କେନ୍ଦ୍ରପଡା ଜିଲ୍ଲାରୁ ଉଦ୍ଧାର ହୋଇଛନ୍ତି । ମୟୂରଭଞ୍ଜରୁ 111 ଓ ବାଲେଶ୍ବରରୁ 88 ଜଣଙ୍କୁ ଉଦ୍ଧାର କରାଯାଇଛି ।

୮ ଦିନରେ ୮୯୪ ନିଖୋଜ ପିଲାଙ୍କୁ ଉଦ୍ଧାର କଲା ଓଡ଼ିଶା ପୋଲିସ

ନିଖୋଜ ଶିଶୁଙ୍କୁ ଉଦ୍ଧାର ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା ପୋଲିସ । ଜାନୁଆରି ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପି ଚାଲିଥିଲା ଡ୍ରାଇଭ। ସ୍ବତନ୍ତ୍ର ଅପରେସନ ନେଇ ପୋଲିସ ଡିଜି ଅଭୟଙ୍କ ସୂଚନା ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 27, 2021, 6:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.