ETV Bharat / city

100 ଫୁଟ ଟାୱାର ଉପରେ ଚଢିଥିବା 4 ବର୍ଷର ବାଳକ ସୁରକ୍ଷିତ ଉଦ୍ଧାର - 4 ବର୍ଷର ବାଳକ ସୁରକ୍ଷିତ ଉଦ୍ଧାର

100 ଫୁଟ ମୋବାଇଲ ଟାୱାର ଉପରେ ଚଢି ମଧ୍ୟ ସୁରକ୍ଷିତ ଉଦ୍ଧାର ହୋଇଛି 4 ବର୍ଷର ବାଳକ । କଟକ ଗୋବିନ୍ଦପୁର ଥାନା ପାଟସୁନ୍ଦରପୁର ଅଞ୍ଚଳର ଘଟଣା । ଅଧିକ ପଢନ୍ତୁ...

100 ପୁଟ ଟାୱାର ଉପରେ ଚଢିଥିବା 4 ବର୍ଷର ବାଳକ ସୁରକ୍ଷିତ ଉଦ୍ଧାର

author img

By

Published : Mar 2, 2021, 12:03 PM IST

କଟକ : କଥାରେ ଅଛି ରଖେ ହରି ତ, ମାରେ କିଏ । 100 ଫୁଟ ମୋବାଇଲ ଟାୱାର ଉପରେ ଚଢି ମଧ୍ୟ ସୁରକ୍ଷିତ ଉଦ୍ଧାର ହୋଇଛି 4 ବର୍ଷର ବାଳକ । ଦୀର୍ଘ ସମୟ ଉପରେ ରହିବା ପରେ ଅଗ୍ନିଶମ ବିଭାଗ ପିଲାଟିକୁ ସଫଳତା ସହ ତଳକୁ ଓହ୍ଲାଇଛନ୍ତି ।

ସୋମବାର କଟକ ଗୋବିନ୍ଦପୁର ଥାନା ପାଟସୁନ୍ଦରପୁର ଅଞ୍ଚଳର କୈଳାସ ସେଠୀଙ୍କ ପୁଅ କହ୍ନେଇ ସେଠୀ। ଖେଳୁଥିବା ସମୟରେ ସେ ଏକ ଟାୱାର ଉପରକୁ ଚଢି ଯାଇଥିଲା । ପାଖାପାଖି 100 ଫୁଟରୁ ଅଧିକ ଉଚ୍ଚତା ଉପରକୁ ଚଢି ଯାଇଥିଲା । ଦୀର୍ଘ ସମୟ ଧରି ସେ ଟାୱାର ବସି ରହିଥିଲେ ସୁଦ୍ଧା ଘର ଲୋକଙ୍କୁ କୌଣସି ଖବର ମିଳିଥିଲା ।

100 ପୁଟ ଟାୱାର ଉପରେ ଚଢିଥିବା 4 ବର୍ଷର ବାଳକ ସୁରକ୍ଷିତ ଉଦ୍ଧାର

ସେପଟେ, ସ୍ଥାନୀୟ ଲୋକେ ପିଲାଟିକୁ ଟାୱାର ଉପରେ ବସିଥିବାର ଦେଖିବାକୁ ପାଇଥିଲେ । ପିଲାଟିକୁ କିପରି ଉଦ୍ଧାର କରାଯିବ ସେନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିଲା । ଏହାପରେ ଅଗ୍ନିଶମ ବିଭାଗ ଖବର ଦେବା ପରେ ଉଦ୍ଧାରକାରୀ ଦଳ ଆସି ପିଲାଟିକୁ ଟାୱାର ଉପରୁ ତଳକୁ ଆଣିଥିଲେ । ତେବେ ଭାଗ୍ୟବଶତଃ, ଶିଶୁଟିର କୌଣସି କ୍ଷୟକ୍ଷତି ହୋଇନଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.