ETV Bharat / city

ଟାଙ୍ଗୀରୁ 7 ଲକ୍ଷ ମୂଲ୍ୟର ଭାଙ୍ଗ ଓ ଗଞ୍ଜେଇ ଜବତ - 50 କେଜି ଗଞ୍ଜେଇ ଜବତ

ଟାଙ୍ଗୀ ଦେଇ ଚଣ୍ଡିଖୋଲ ଅଞ୍ଚଳକୁ ଯାଉଥିବା ସମୟରେ 4 କୁଇଣ୍ଟାଲ ଭାଙ୍ଗ ଓ 50 କେଜି ଗଞ୍ଜେଇ ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଅଧିକ ପଢନ୍ତୁ...

ପାଟ୍ରୋଲିଂ ସମୟରେ 4 କ୍ବିଣ୍ଟାଲ ଭାଙ୍ଗ ଓ 50 କେଜି ଗଞ୍ଜେଇ ଜବତ
ପାଟ୍ରୋଲିଂ ସମୟରେ 4 କ୍ବିଣ୍ଟାଲ ଭାଙ୍ଗ ଓ 50 କେଜି ଗଞ୍ଜେଇ ଜବତ
author img

By

Published : Feb 9, 2020, 3:59 PM IST

କଟକ: କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା । ରବିବାର ବିପୁଳ ପରିମାଣର ଗଞ୍ଜେଇ ଭାଙ୍ଗ ଜବତ କରିଛି ବିଭାଗ । ଟାଙ୍ଗୀ ନିକଟରେ ପାଟ୍ରୋଲିଂ କରିବା ସମୟରେ ଦୁଇଟି ପୃଥକ ପୃଥକ ଗାଡିରୁ 4 କୁଇଣ୍ଟାଲ ଭାଙ୍ଗ ଓ 50 କେଜି ଗଞ୍ଜେଇ ଜବତ କରିଛି ବିଭାଗ । ଯାହାର ମୁଲ୍ୟ 7 ଲକ୍ଷ ଟଙ୍କା ହେବା ନେଇ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜବତ ସମୟରେ ଦୁଇଟି ଗାଡି ଓ 4 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ପାଟ୍ରୋଲିଂ ସମୟରେ 4 କ୍ବିଣ୍ଟାଲ ଭାଙ୍ଗ ଓ 50 କେଜି ଗଞ୍ଜେଇ ଜବତ

4 ଜଣ ଅଭିଯୁକ୍ତ ଗଜପତି ଜିଲ୍ଲାର ବୋଲି ଜଣାପଡିଛି । ତେବେ ଏହି ଅବକାରୀ ସାମଗ୍ରୀ ଟାଙ୍ଗୀ ଦେଇ ଚଣ୍ଡିଖୋଲ ଅଞ୍ଚଳକୁ ଯାଇଥିବା ସମୟରେ ଜବତ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ କୁ ବଡ଼ ସଫଳତା । ବିପୁଳ ପରିମାଣ ର ଗଞ୍ଜେଇ ଭାଙ୍ଗ ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ କଟକ ।

ଟାଙ୍ଗି ନିକଟରେ ପେଟ୍ରୋଲିଂ କରିବା ସମୟରେ ଦୁଇଟି ପୃଥକ ପ୍ରଥକ ଗାଡି ରୁ 4 କୁଂଟାଲ ଭାଙ୍ଗ ଓ 50 କେଜି ଗଞ୍ଜେଇ ଜବତ କରିଛି ବିଭାଗ । ଯାହାର ମୁଲ୍ୟ 7 ଲକ୍ଷ ଟଙ୍କା ବୋଲି ଦର୍ଶାଇଛି ବିଭାଗ । ତେବେ ଜବତ ସମୟରେ ଦୁଇଟି ଗାଡି ଓ 4 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭଗ । ତେବେ ଉକ୍ତ 4 ଜଣ ଗଜପତି ଜିଲା ର ବୋଲି ଜଣାପଡିଛି । ତେବେ ଏହି ଅବକାରୀ ସାମଗ୍ରୀ ଟାଙ୍ଗି ଦେଇ ଚଣ୍ଡିଖୋଲ ଅଞ୍ଚଳ କୁ ଯାଇଥିବା ସମୟରେ ଜବତ ହୋଇଥିଲା ।

Body:ବାଇଟ: ଜଗଦୀଶ ଚନ୍ଦ୍ର ସାମଲ( କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ କଟକ )

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.