ETV Bharat / city

ସିଏମସି ଅଧୀନରୁ 3 କୋରୋନା ଆକ୍ରାନ୍ତ ଚିହ୍ନଟ

ରବିବାର ସିଏମସି ଅଧନରୁ 3 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ 3 ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଅଞ୍ଚଳର ଥିବାବେଳେ ଆଉ 2 ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ବୋଲି ଜଣାପଡିଛି ।

author img

By

Published : Jun 21, 2020, 2:41 PM IST

cmc
ସିଏମସି ଅଧୀନରୁ 3 କୋରୋନା ଆକ୍ରାନ୍ତ ଚିହ୍ନଟ

କଟକ: ସିଏମସି ଅଧନରୁ 3 କୋରୋନା ଆକ୍ରାନ୍ତ ଚିହ୍ନଟ । ରବିବାର ସିଏମସି ଅଧନରୁ 3 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ 3 ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଅଞ୍ଚଳର ଥିବାବେଳେ ଆଉ 2 ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ବୋଲି ଜଣାପଡିଛି । ତେବେ ଆକ୍ରାନ୍ତ ତିନିଜଣକୁ ବର୍ତ୍ତମାନ କୋଭିଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

cmc
ସିଏମସି ଅଧୀନରୁ 3 କୋରୋନା ଆକ୍ରାନ୍ତ ଚିହ୍ନଟ

ପ୍ରକାଶ ଥାଉକି, ରାଜ୍ୟରେ ରବିବାର 304 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସମଗ୍ର ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 5 ହଜାର ପାର କରିଛି । ଏଥିସହ ବର୍ତ୍ତମାନ ସୁଦ୍ଧା 14 ଆକ୍ରାନ୍ତଙ୍କ କୋରୋନାରେ ମୃତ୍ୟୁ ଘଟିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.