ETV Bharat / city

ଟେବୁଲ ଟେନିସ ପ୍ରତିଯୋଗିତା: ପ୍ରସ୍ତୁତ ଇଣ୍ଡୋର ଷ୍ଟାଡିୟମ, ମିଳୁଛି ଅଫଲାଇନ ଟିକେଟ - indoor stadium

21 ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ଇଣ୍ଡୋର ଷ୍ଟାଡିୟମ । ଆଜି ଠାରୁ ଇଣ୍ଡୋର ହଲ ବାହାରେ ଦର୍ଶକ ମାନଙ୍କ ପାଇଁ ଅଫଲାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ
author img

By

Published : Jul 15, 2019, 7:35 PM IST

କଟକ: 21 ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ଇଣ୍ଡୋର ଷ୍ଟାଡିୟମ । ସରି ଆସୁଛି ଅପେକ୍ଷାର ସମୟ । ଆଜି ଠାରୁ ଇଣ୍ଡୋର ହଲ ବାହାରେ ଦର୍ଶକ ମାନଙ୍କ ପାଇଁ ଅଫଲାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ବୁଧବାର ଏହି ମେଗା ଇଭେଣ୍ଟର ହେବ ଶୁଭ ଉଦଘାଟନ । ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତିକୁ ତନ୍ନତନ୍ନ କରି ପରଖୁଛି କ୍ରୀଡା ବିଭାଗ ଓ ଜିଲ୍ଲା ପ୍ରଶାସନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ମୋଟ 14 ଟି ଦେଶ ଏହି ବିଶ୍ବସ୍ଥରୀୟ ଟୁର୍ଣ୍ଣାମେଣ୍ଟରେ ଅଶଂଗ୍ରହଣ କରୁଛନ୍ତି । ଆଜି ଓ ଆସନ୍ତା କାଲି ମଧ୍ୟରେ ସମସ୍ତ ଟିମ ଓଡିଶାରେ ପହଞ୍ଚିବେ । ବାରବାଟୀ ଷ୍ଟାଡିୟମ ସ୍ଥିତ ସଚିନ ତେନ୍ଦୁଲକର ଇଣ୍ଡୋର ହଲରେ ଖେଳାଳିମାନେ ଅଭ୍ୟାସ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ ଏହା ଟୁର୍ଣ୍ଣାମେଣ୍ଟରେ ବିଦେଶୀ ଖେଳାଳି ଆସୁଥିବାରୁ ଭାରତ ତଥା ଓଡିଶା ଶ୍ରେଷ୍ଠ ଆତିଥ୍ୟ ପ୍ରଦାନ କରିବା ଉପରେ ଧ୍ୟାନ ଦିଆଯାଉଛି । ଷ୍ଟାଡିୟମ ଠାରୁ ନେଇ ଅନେକ ଗୁରୁତ୍ତ୍ବପୂର୍ଣ୍ଣ ସ୍ଥାନକୁ ନୂଆ ରଙ୍ଗ ଦିଆଯାଉଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଦିନକ ପରେ କଟକ ଇଣ୍ଡୋର ଷ୍ଟାଡିଅମ ରେ ଆୟୋଜିତ ହେବ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା।14 ଟି ଦେଶ ଏଥିରେ ସାମିଲ ସାମିଲ ହେଉଥିବା ବେଳେ ଏଥି ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପାର୍ୟ୍ୟୟରେ।ଆଜିଠାରୁ ଖେଳାଳି ମାନେ ବିଭିନ୍ନ ପର୍ଯ୍ୟାୟରେ ପହଞ୍ଚିଛନ୍ତି।ତେବେ ଆସନ୍ତାକାଲି ଠାରୁ ଖେଳାଳି ମାନେ ଅଭ୍ୟାସ ଆରମ୍ଭ କରିବେ।ତେବେ ଅଭ୍ୟାସ କରିବା ପାଇଁ ସେମାନେ ବାରବାଟୀ ଷ୍ଟାଡିଅମସ୍ଥିତ ସଚିନ ତେନ୍ଦୁଲକର ଇଣ୍ଡୋର ହଲ କୁ ଆସିବେ।ଅନ୍ୟପଟେ ଆଜି ଠାରୁ ଅଫଲାଇନ ରେ ଟିକେଟ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଛି।ସେହିପରି ଷ୍ଟାଡିଅମ ର ସନ୍ଦର୍ଯ୍ୟ ପାଇଁ ଗେଟ ଠାରୁ ଆରମ୍ଭ କରି ଅନେକ ସ୍ଥାନରେ ରଙ୍ଗ ଦିଆଯାଉଛି।ତେବେ ଏହି ରାଜ୍ୟଗୋଷ୍ଠୀ ପ୍ରତିଯୋଗିତା କୁ କଟକରେ ଆୟୋଜନ କରିବା କଟକ ପାଇଁ ଏକ ଚ୍ୟାଲେଞ୍ଜ ରହିବ।

ବାଇଟ - ରବୀନ୍ଦ୍ର ପରିଡା,ରାଜ୍ୟ ସମ୍ପାଦକ,ଓଡିଶା ରାଜ୍ୟ ଟେବୁଲ ଟେନିସ ସଙ୍ଘ।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.