ETV Bharat / city

2 ମୁମ୍ବାଇ ଫେରନ୍ତା କୋରୋନା ପଜିଟିଭ୍

author img

By

Published : Feb 26, 2021, 3:25 PM IST

Updated : Feb 26, 2021, 4:28 PM IST

ରାଜ୍ୟକୁ ମୁମ୍ବାଇରୁ ଫେରିଥିବା 2 ପ୍ରବାସୀ କୋରୋନା ପଜିଟିଭ୍ ଚିହ୍ନଟ । ସଙ୍ଗରୋଧ କେନ୍ଦ୍ରରେ ଭର୍ତ୍ତି । ଅଧିକ ପଢନ୍ତୁ...

2 ମୁମ୍ବାଇ ଫେରନ୍ତା କୋରୋନା ପଜିଟିଭ୍
2 ମୁମ୍ବାଇ ଫେରନ୍ତା କୋରୋନା ପଜିଟିଭ୍

କଟକ: ପୁଣି ବଢିଲା କୋରୋନା ଚିନ୍ତା । ଓଡିଶାକୁ ଆସିଥିବା 2 ମୁମ୍ବାଇ ଫେରନ୍ତା କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି ।

କଟକରେ 2 ମୁମ୍ବାଇ ଫେରନ୍ତା କୋରୋନା ପଜିଟିଭ୍

ଯେହେତୁ ମହାରାଷ୍ଟ୍ରରେ କୋଭିଡ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି ଏହାକୁ ଦୃଷ୍ଟିରେ ରଖି ବିମାନ ବନ୍ଦର ଓ ରେଳ ଷ୍ଟେସନରେ ଜୋରଦାର ଚେକିଂ ହେଉଛି । ଚେକିଂ ସମୟରେ ଗୁରୁବାର ମୁମ୍ବାଇରୁ ଫେରିଥିବା 2 ପ୍ରବାସୀ ଓଡିଆଙ୍କ କୋରୋନା ଟେଷ୍ଟିଂ ହୋଇଥିଲା । ସେମାନଙ୍କ ରିପୋର୍ଟ ପଜିଟିଭି ଆସିଛି । ଅନ୍ୟପଟେ ଆଜି(ଶୁକ୍ରବାର) ରାଜ୍ୟରେ ମଧ୍ୟ କିଛି ମାତ୍ରାରେ କୋଭିଡ କେଶ ବଢ଼ିଛି । ତେବେ ପ୍ରର୍ଯ୍ୟାପ୍ତ ପରିମାଣର ଭିତ୍ତିଭୂମି ଯୋଗୁଁ ସଠିକ ମୁକାବିଲା ହୋଇପାରିବ । ବର୍ତ୍ତମାନ କୌଣସି ଚିନ୍ତା ନାହିଁ ବୋଲି କୋଭିଡ ବୈଷୟିକ କମିଟି ମୁଖପାତ୍ର ଜୟନ୍ତ ପଣ୍ଡା କହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Feb 26, 2021, 4:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.