ETV Bharat / city

କଟକରୁ 2 କେଜିରୁ ଊର୍ଦ୍ଧ୍ବ ସୁନା ଜବତ, 3 ଅଟକ

author img

By

Published : Jul 15, 2021, 1:35 PM IST

Updated : Jul 15, 2021, 2:22 PM IST

ବେଆଇନ ସୁନା କାରବାର ଉପରେ ଚଢାଉ କଲା ପୋଲିସ । କଟକରୁ 2 କେଜିରୁ ଊର୍ଦ୍ଧ୍ବ ସୁନା ଜବତ, 3 ଅଟକ । ଅଧିକ ପଢନ୍ତୁ...

କଟକରୁ 2 କେଜିରୁ ଊର୍ଦ୍ଧ୍ବ ସୁନା ଜବତ, 3 ଅଟକ
କଟକରୁ 2 କେଜିରୁ ଊର୍ଦ୍ଧ୍ବ ସୁନା ଜବତ, 3 ଅଟକ

କଟକ: କଟକରେ ବେଆଇନ ସୁନା କାରବାର ଠାବ । ଏହି ବଡ଼ ରାକେଟରେ ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ଚଢାଉ କରି ପୋଲିସ ବିପୁଳ ପରିମାଣର ସୁନା ଜବତ କରିବା ସହ ମାମଲାରେ ସମ୍ପୃକ୍ତ ଥିବା 3 ଜଣଙ୍କୁ ଅଟକ ରଖିଛି ।

କଟକରୁ 2 କେଜିରୁ ଊର୍ଦ୍ଧ୍ବ ସୁନା ଜବତ, 3 ଅଟକ

ପଞ୍ଜାବରୁ ସୁନା ଆଣି କଟକରେ ଟିକସ ଫାଙ୍କି ବିକ୍ରି କରୁଥିଲେ ଏମାନେ । ମାଲଗୋଦାମ ଥାନା ପୋଲିସ ଏହି ଘଟଣାର ପର୍ଦ୍ଦାଫାସ କରିଛି । ଅଟକ 3 ଅଭିଯୁକ୍ତଙ୍କୁ କମିଶନରେଟ ପୋଲିସ ଜିଏସଟି ବିଭାଗକୁ ହସ୍ଥାନ୍ତର କରିଥିବା ଜଣାପଡିଛି । ତେବେ 2 କେଜିରୁ ଅଧିକ ସୁନା ଜବତ ହୋଇ ଥିବାବେଳେ ଏହାର ଆନୁମାନିକ ମୂଲ୍ୟ 53 ଲକ୍ଷରୁ ଊର୍ଦ୍ଧ୍ବ ହେବ । ଅନ୍ୟପଟେ ଜିଏସଟି ବିଭାଗ 3 ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ମାରାଥନ ଜେରା ଜାରିରଖିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jul 15, 2021, 2:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.