ETV Bharat / city

କଟକରୁ ପୁଣି 17 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Mar 20, 2021, 9:24 AM IST

ରାଜ୍ୟରେ ବି ବଢିବାରେ ଲାଗିଲାଣି କୋରୋନା ସଂକ୍ରମଣ ମାମଲା । କଟକରୁ ଦୈନିକ 10ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅଧିକ ପଢନ୍ତୁ...

କଟକରୁ ପୁଣି 17 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
କଟକରୁ ପୁଣି 17 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

କଟକ:ରାଜ୍ୟରେ ବଢୁଛି କୋରୋନା ସଂକ୍ରମଣ । ଶୁକ୍ରବାର କଟକରୁ ପୁଣି 17 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତ ମଧୁପାଟଣା ଅଞ୍ଚଳର ଏକ ଆଶ୍ରମ । ଏହି ଆଶ୍ରମକୁ କୋରୋନା ପଜିଟିଭ ବାହାରିବା ପରେ 32 ଜଣ ଅନ୍ତେବାସୀଙ୍କ ସ୍ବାବ ସଂଗ୍ରହ କରାଯାଇଥିଲା । ଆଜି ଠାରୁ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହେବ ବୋଲି ସିଏମସି ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, କଟକର ଏକ ଘରୋଇ କଲେଜରୁ 25 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୀର୍ଘ ଦିନର ବ୍ୟବଧାନ ପରେ ଗତକାଲି ରାଜ୍ୟରୁ 110 ଜଣ କୋରୋନା ପଜିଟିଭ ରିପୋର୍ଟ ଆସିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.