ETV Bharat / city

ଲକଡାଉନରେ ଉଚ୍ଛେଦ, 50 ହଜାର କ୍ଷତିପୂରଣ ଦେବ ସିଏମସି

author img

By

Published : May 5, 2021, 5:42 PM IST

ଲକଡାଉନରେ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । କଟକ ତାଳଦଣ୍ଡା କେନାଲ ପାର୍ଶ୍ଵରେ ଥିବା 130 ଘର ଆଜି ଉଚ୍ଛେଦ କରିଛି କଟକ ମହାନଗର ନିଗମ । ଅଧିକ ପଢନ୍ତୁ...

ଲକ ଡାଉନରେ ଉଚ୍ଛେଦ, କ୍ଷତି ପୂରଣ ବାବଦରେ 50,000 ଟଙ୍କା

କଟକ: ଲକଡାଉନରେ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । କଟକ ତାଳଦଣ୍ଡା କେନାଲ ପାର୍ଶ୍ଵରେ ଥିବା 130 ଘର ଆଜି ଉଚ୍ଛେଦ କରିଛି କଟକ ମହାନଗର ନିଗମ । 700ରୁ ଉର୍ଦ୍ଧ୍ବ ଲୋକେ ରହୁଥିବା ଏହି ବସ୍ତିକୁ ଆଜି ମାଟିରେ ମିଶାଇ ଦେଇଛି ସିଏମସି ।

ପୂର୍ବରୁ ଏହି ଲୋକ ମାନଙ୍କୁ ପ୍ରଥମେ ବାଲି ସାହି ଅଞ୍ଚଳକୁ ସ୍ଥାନାନ୍ତରିତ କରିବା ପରେ ଉଚ୍ଛେଦ ହୋଇଛି ସମସ୍ତ ଘର ଓ ମନ୍ଦିର । ତେବେ ଉଚ୍ଛେଦ ବାବଦ 50 ହଜାର ଲେଖାଏଁ ଟଙ୍କା ଘର ମାଲିକଙ୍କୁ ପ୍ରଦାନ କରାଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି । କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.