ETV Bharat / city

ନିମାପଡାରେ ହୋଲି ଅଘଟଣ, ଭାର୍ଗବୀ ନଦିରେ ବୁଡିଗଲେ ଯୁବକ - ବାରକଣାସାହି ଧଡେଶ୍ବର ମହାରଣା

ଭାର୍ଗବୀ ନଦୀରେ ଅଘଟଣ । ହୋଲି ଖେଳ ପରେ ଗାଧୋଇବାକୁ ଯାଇ ବୁଡିଗଲେ ଯୁବକ । ଅଧିକ ପଢନ୍ତୁ....

ନିମାପଡାରେ ହୋଲି ଅଘଟଣ, ଭାର୍ଗବି ନଦିରେ ବୁଡିଗଲେ ଯୁବକ

author img

By

Published : Mar 10, 2020, 8:01 PM IST

ଭୁବନେଶ୍ବର: ପୁରୀ ଜିଲ୍ଲା ନିମାପଡା ବ୍ଲକ ଭାର୍ଗବୀ ନଦୀରେ ଅଘଟଣ । ହୋଲି ଖେଳ ପରେ ଗାଧୋଇବାକୁ ଯାଇ ବୁଡିଗଲେ ଯୁବକ।

ବାରକଣାସାହି ଧଡେଶ୍ବର ମହାରଣାଙ୍କ ପୁଅ ପିଣ୍ଟୁ ମହାରଣା ଦିନ 1ଟା ସମୟରେ ଗାଧୋଇବାକୁ ଯାଇଥିଲେ। ତେବେ ଅନେକ ସମୟ ପରେ ସେ ଫେରିନଥିବାରୁ ଏନେଇ ପରିବାର ଲୋକେ ଫାୟାର ଷ୍ଟେସନକୁ ଖବର ଦେଇଥିଲେ ।

ଏହାପରେ ନିମାପଡା ଦମକଳ କେନ୍ଦ୍ର ପକ୍ଷରୁ ବାଲି ଗଣ୍ଡରେ ଖୋଜାଖୋଜି ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ମାତ୍ର ସେତେବଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.