ETV Bharat / city

କ୍ୟାପିଟାଲ ହସ୍ପିଟାଲରେ ଯୁବକଙ୍କ ଦାଦାଗିରି, ପୋଲିସକୁ ମାଡ ଅଭିଯୋଗ - କ୍ୟାପିଟାଲ ହସ୍ପିଟାଲ

କ୍ୟାପିଟାଲ ହସ୍ପିଟାଲରେ ଯୁବକଙ୍କ ଗୁଣ୍ଡାଗିରି । କୌଣସି କାରଣକୁ ନେଇ ପୋଲିସ ସହ ବଚସା ପରେ ମାଡ ମାରିଲେ ଯୁବକ । ଏପଟେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 9, 2019, 7:09 PM IST

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଯୁବକଙ୍କ ଆତଙ୍କରାଜ। ପ୍ରଥମେ ବଚସା ପରେ ପୋଲିସକୁ ମାଡ । ଯାହାର ସିଟିଟିଭି ଫୁଟେଜ୍ ବର୍ତ୍ତମାନ ସାମନାକୁ ଆସିଛି । ଏହି ଘଟଣା ଘଟିଛି ବୁଧବାର ବିଳମ୍ବିତ ରାତିରେ। ସିସିଟିଭି ଫୁଟେଜ୍ ଆଧାରରେ ଘଟଣାର ଯାଞ୍ଚ କରାଯିବା ନେଇ କହିଛନ୍ତି ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ, ଗତ ବୁଧବାର ସୁନ୍ଦରପଦା ଅଞ୍ଚଳର କିଛି ଯୁବକ ରୋଗୀଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ । ହେଲେ କୌଣସି କାରଣକୁ ନେଇ ପୋଲିସ କର୍ମଚାରୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଯୁବକ ମାନେ ପୋଲିସକୁ ମାଡ ମାରିବାକୁ ପଛାଇ ନଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:କ୍ୟାପିଟାଲ ହସ୍ପିଟାଲ ରେ ଯୁବକଙ୍କ ଆତଙ୍କରାଜ।ଫାଣ୍ଡି କର୍ମଚାରୀଙ୍କୁ ଆକ୍ରମଣ।

ବୁଧବାର ବିଳମ୍ବିତ ରାତିରେ କ୍ୟାପିଟାଲ ହସ୍ପିଟାଲ ରେ ପଶି କିଛି ଯୁବକ ମାନେ ଆତଙ୍କରାଜ ଚଳାଇଛନ୍ତି।ଏହା ର ସମ୍ପୂର୍ଣ ଘଟଣା ସିସିଟିଭି ଫୁଟେଜରେ ଦେଖାଯାଇଛି।

Body:ସୁନ୍ଦରପଡା ଅଂଚଳର କିଛି ଯୁବକ ରୋଗୀକୁ ନେଇ କ୍ୟାପିଟାଲ ହସ୍ପିଟାଲ କୁ ଆଣିଥିଲେ। ହସ୍ପିଟାଲ ର ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀଙ୍କ ସହ ବଚସା ହୋଇଥିଲା। ଯାହା ଫଳରେ କିଛି ଯୁବକ ମିଶି ପୋଲିସ କର୍ମଚାରୀଙ୍କୁ ମାଡ ମାରିଥିଲେ। ଏହି ଘଟଣା କୁ ନେଇ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି ଯେ ଏହି ଘଟଣାର ତଦନ୍ତ କରାଯିବ। କ୍ୟାପିଟାଲ ହସ୍ପିଟାଲ ରେ ଥିବା ଫାଣ୍ଡି ରେ କିଭଳି ଭାବରେ କାର୍ଯ୍ୟ କରାଯାଉଛି ସେ ନେଇ ନିର୍ଦେଶ ରହିଛି। ସିସିଟିଭି ଫୁଟେଜରେ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.