ETV Bharat / city

ଝାମ୍ପିନେଉଥିଲା ସୁନା ଚେନ, କଚାଡି ହୋଇପଡିଲା ନଳାରେ

author img

By

Published : Oct 19, 2019, 9:58 PM IST

ଚୋରି କରି ଖସିବାକୁ ଉଦ୍ୟମ ବେଳେ ଚୋର ନଳାରେ ଖସି ପଡିଛି  । ଏହାପରେ ସାଧାରଣ ଲୋକେ ତାକୁ କାବୁ କରିବା ସହ ପୋଲିସରେ ଜିମା ଦେଇଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଚୋରି କରି ଖସିବାକୁ ଉଦ୍ୟମ ବେଳେ ଚୋର ନଳାରେ ଖସି ପଡିଛି । ଏପରି ଘଟଣା ଘଟିଛି ଖଣ୍ଡଗିରି ଥାନା ଆଇଗେଣିଆର ଶ୍ରୀକ୍ଷେତ୍ର ବିହାରରେ । ଲୋକେ ଚୋରକୁ କାବୁ କରିବା ପରେ ପୋଲିସରେ ଜିମା ଦେଇଛନ୍ତି । ଚୋରି ଉଦ୍ୟମ କରିଥିବା ଯୁବକ ଜଣକ ଡୁମୁଡୁମା ସୁଭାଷ ନଗର ବସ୍ତିର ନରେନ୍ଦ୍ର ମହାପାତ୍ର ବୋଲି ଜଣାପଡିଛି । ସେ ପୂର୍ବରୁ ମଧ୍ୟ ଚେନ ଝାମ୍ପିବା ଅଭିଯୋଗରେ ଗିରଫ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାଯୋଗ୍ୟ, ସୌମ୍ୟା ପାଣି ନାମକ ଜଣେ ଅଧ୍ୟାପିକା ମର୍ଣ୍ଣିଂ ୱାକ କରୁଥିବା ବେଳେ ଜଣେ ଚୋର ତାଙ୍କର ସୁନା ଚେନକୁ ଝାମ୍ପିବାକୁ ଉଦ୍ୟମ କରିଥିଲା । ବାଇକରେ ଆସିଥିବା ଚୋର ହଠାତ ଝାମ୍ପିବା ବେଳେ ଅଧ୍ୟାପିକା ଜଣକ ତାକୁ ଠେଲିଦେଇଥିଲେ । ଫଳରେ ଚୋରଟି ପାଖରେ ଥିବା ଏକ ନଳାରେ ପଡିଯାଇଥିଲା । ତାର ବାଇକଟି ନଳାଭିତରେ ପଡିଯାଇଥିବା ବେଳେ ଲୋକେ ତାକୁ କାବୁ କରିନେଇଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଝାମ୍ପିନେଉଥିଲା ସୁନା ଚେନ,
କଚାଡିହୋଇ ପଡିଲା ନଳାରେ
Body:
ଚୋରି ବେଳେ ହିନସ୍ତା। ଚୋରି କରି ଖସିବାକୁ ଉଦ୍ଯମ ବେଳେ ଚୋର ଖସିପଡିଲା ନଳାରେ।ଏମିତି ଏକ ଘଟଣା ଘଟିଛି ରାଜଧାନୀରେ।ଖଣ୍ଡଗିରି ଥାନା ଆଇଗେଣିଆ ଶ୍ରିଖେତ୍ରବିହାରରେ ।ସୌମ୍ଯା ପାଣି ନାମକ ଅଦ୍ଯାପିକା ମଣ୍ଣି ୱାକ ବେଳେ ଜଣେ ଚୋର ତାଙ୍କର ସୁନା ଚେନକୁ ଝାମ୍ପିବାକୁ ଉଦ୍ଯମ କରିଥିଲା। ବାଇକରେ ଆସି ହଟାତ ଝାମ୍ପିବା ବେଳେ ଅଧ୍ଯାପିକା ଜଣକ ଚୋରକୁ ଠେଲିଦେଇଥିଲେ ଫଳରେ ଚୋରଟି ପାଖରେ ଏକ ନଳାରେ ଖସିପଡିଥିଲା।ତାର ବାଇକଟି ନଳାଭିତରେ ପଡିଯାଇଥିବା ବେଳେ ଲୋକେ ତାକୁ କାବୁ କରିନେଇଥିଲେ। ପରେ ତାକୁ ପୋଲିସରେ ଜିମା ଦେଇଥିଲେ। ତେବେ ଜଣାପଡିଛି ସେହି ଯୁବକର ନାମ ନରେନ୍ଦ୍ର ମହାପାତ୍ର । ସେ ଡୁମୁଡୁମା ସୁଭାଷ ନଗର ବସ୍ତିରେ ରୁହେ।ପୁର୍ବରୁ ମଧ୍ଯ ଏକ ଚେନ ଝାମ୍ପିବା ଅଭିଯୋଗରେ ଗିରଫ ହୋଇଥିଲା।
Conclusion:ସୌମ୍ଯା ପାଣି,ଅଭିଯୋଗକାରୀ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.