ETV Bharat / city

ଘନ କୁହୁଡି ପାଇଁ 9 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ - ଓଡିଶା ପାଣିପାଗ ଖବର

ସାରା ରାଜ୍ୟରେ ଏବେ କୁହୁଡି ଲାଗି ରହିଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପଢନ୍ତୁ ଅଧିକ....

ଘନ କୁହୁଡି ପାଇଁ 9 ଜିଲ୍ଲାକୁ  ୟେଲୋ ଓ୍ବାର୍ନିଂ

author img

By

Published : Jan 18, 2021, 9:15 PM IST

ଭୁବନେଶ୍ବର :ସାରା ରାଜ୍ୟରେ ଏବେ କୁହୁଡି ଲାଗି ରହିଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିବାନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏଥି ପାଇଁ 9 ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି ।

ଘନ କୁହୁଡି ପାଇଁ 9 ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ

ଏହି ସବୁ ଜିଲ୍ଲା ଗୁଡିକ ହେଲା ମୟୁରଭଞ୍ଜ,ଭଦ୍ରକ,ବାଲେଶ୍ୱର,କେନ୍ଦ୍ରାପଡା,ଜଗତସିଂହପୁର,କଟକ,ଅନୁଗୁଳ,ବୌଦ୍ଧ,କନ୍ଧମାଳ ଏବଂ ନୟାଗଡ଼ । ତେବେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ପୂର୍ବ ଦିଗରୁ ପବନ ପ୍ରବାହିତ ହେଉଛି ଫଳରେ ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା ମଧ୍ୟ ରହିଥିବା କହିଛି ପାଣିପାଗ ବିଭାଗ ।

ଗତ ୨୪ ଘଣ୍ଟାରେ 15 ଟି ସ୍ଥାନରେତାପମାତ୍ରା ତଳକୁ ଖସିଛି ।।ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ୧୦.୪ ଥିବାବେଳେ ବଲାଙ୍ଗୀରରେ ୧୦.୫, ସୁନ୍ଦରଗଡ଼ରେ ୧୦.୬, ବୌଦ୍ଧରେ ୧୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଭୁବନେଶ୍ବରରୁ ସଞ୍ଜୀବ ରାୟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.