ETV Bharat / city

କଥାକାର ରାମଚନ୍ଦ୍ର ବେହେରା ପାଇବେ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର - Writer Ramchandra Behera

2020 ମସିହା ପାଇଁ ମର୍ଯ୍ୟାଦା ଜନକ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ଘୋଷଣା ପାଇବେ ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରା। ଅଧିକ ପଢନ୍ତୁ...

ରାମଚନ୍ଦ୍ର ବେହେରା
ରାମଚନ୍ଦ୍ର ବେହେରା
author img

By

Published : Jan 27, 2021, 8:46 PM IST

Updated : Jan 27, 2021, 9:05 PM IST

ଭୁବନେଶ୍ବର: 2020 ମସିହା ପାଇଁ ଅତିବଡୀ ପୁରସ୍କାର ଘୋଷଣା। ଏହି ମର୍ଯ୍ୟାଦା ଜନକ ପୁରସ୍କାର ପାଇବେ ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରା। ଏହାସହ ବୟୋଜ୍ୟେଷ୍ଠ ସାରସ୍ବତ ସାଧକ-ସାଧିକାଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ରାମଚନ୍ଦ୍ର ବେହେରା
ରାମଚନ୍ଦ୍ର ବେହେରା

ଓଡିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ବସିଥିବା କାର୍ଯ୍ୟକାରୀ ପରିଷଦ ବୈଠକରେ ସର୍ବ ସମ୍ମତି କ୍ରମେ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରଖ୍ୟାତ କଥାକାର ରାମଚନ୍ଦ୍ର ବେହେରାଙ୍କୁ ମର୍ଯ୍ୟାଦାବନ୍ତ ସର୍ବୋଚ୍ଚ ସାରସ୍ବତ ସମ୍ମାନ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରାଯିବାକୁ ସ୍ଥିର କରାଯାଇଥିବାବେଳେ 15 ଜଣ ବୟୋଜ୍ୟେଷ୍ଠ ସାରସ୍ବତ ସାଧକ-ସାଧିକାଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯିବ ।

ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର

2020 ମସିହା ପାଇଁ ବୟୋଜ୍ୟେଷ୍ଠ ସାରସ୍ବତ ସାଧକ-ସାଧିକାଙ୍କୁ ସମ୍ବର୍ଦ୍ଧନା

1. ଦେବେନ୍ଦ୍ର କୁମାର ଦାଶ

2. ଗିରିଜା ଶଙ୍କର ଶର୍ମା

3. ଅଶୋକ କୁମାର ପଟ୍ଟନାୟକ

4. ବାବାଜୀ ଚରଣ ପଟ୍ଟନାୟକ

5. ବାଇଧର ସାହୁ

6. ଜୀବନକୃଷ୍ଣ ମହାପାତ୍ର

7. ଦିଗରାଜ ବ୍ରହ୍ମା

8. ରୁଦ୍ରନାରାୟଣ ପୃଷ୍ଟି

9. ସୌଭାଗିନୀ ମିଶ୍ର

10. ସ୍ଵରାଜ୍ୟଲକ୍ଷ୍ମୀ ମିଶ୍ର

11. କୃପାସିନ୍ଧୁ ନାୟକ

12. ନିର୍ମଳପ୍ରଭା ନାୟକ

13. ରାସେଶ୍ବରୀ ମିଶ୍ର

14. ରାଧାବିନୋଦ ନାୟକ

15. ମହେଶ୍ଵର ମୂଳିଆ

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Jan 27, 2021, 9:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.