ETV Bharat / city

ପୁଣି ବିଧାନସଭା ନିକଟରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ - ଆରମ୍ଭ ହେଲା ବଜେଟ୍ ଅଧିବେଶନ

ପୁଣି ଥରେ ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଛନ୍ତି ଜଣେ ମହିଳା । ଦୀର୍ଘ 5 ବର୍ଷ ଧରି ନ୍ୟାୟ ନପାଇବାରୁ ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ବିଧାନସଭା ସାମ୍ନାରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

author img

By

Published : Feb 18, 2021, 1:19 PM IST

Updated : Feb 18, 2021, 3:07 PM IST

ଭୁବନେଶ୍ବର: ପୁଣି ଥରେ ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଛନ୍ତି ଜଣେ ମହିଳା । ଦୀର୍ଘ 5 ବର୍ଷ ଧରି ନ୍ୟାୟ ନପାଇବାରୁ ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି । ଆଜି(ଗୁରୁବାର) ବଜେଟ ଅଧିବେଶନ ଚାଲିଥିବା ବେଳେ ଆତ୍ମାହୁତି ଦେଇଛନ୍ତି।

ବିଧାନସଭା ସାମ୍ନାରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ପୁଅର ହତ୍ୟା ଅଭିଯୋଗରେ ବାରମ୍ବାର ପୋଲିସ ପାଖକୁ ଯାଇଥିଲେ ମଧ୍ୟ କୌଣସି ଫଳ ମିଳିପାରିନାହିଁ। ଯାହାକୁ ନେଇ ନ୍ୟାୟ ଆଶାରେ ବାରମ୍ବାର ସ୍ଥାନୀୟ ପୋଲିସ ଯିବା ସହ ପୁଅ ହତ୍ୟାରେ ଜଣେ ପୂର୍ବତନ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି । ଏହି ଘଟଣାର ସିବିଆଇ ତଦନ୍ତ କରାଯିବ ପାଇଁ ଅଭିଯୋଗ କରାଯାଇଥିଲେ ମଧ୍ୟ ଏହି ଘଟଣାକୁ ଚପାଇ ଦିଆଯାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Feb 18, 2021, 3:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.