ETV Bharat / city

ତୋଷାଳିରେ ମନ ମୋହୁଛି ମହିଳାଙ୍କ ଯାଦୁଗରୀ କଳାକୃତି - ଭୁବନେଶ୍ବର ତୋଷାଳି ମେଳା

ରାଜଧାନୀରେ ବେଶ୍ ଧୁମଧାମରେ ଚାଲିଛି 14ତମ ତୋଷାଳି ମେଳା । ଗତ 15ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତା 27ତାରିଖ ପର୍ଯ୍ୟନ୍ତ ଚାଲିବ । ଆଉ ମେଳାର ମୁଖ୍ୟ ଆକର୍ଷଣ ପାଲଟିଛନ୍ତି ନିଜର କଳାକୃତିରେ ନିର୍ଜୀବ ପଥରକୁ ଜୀବନ୍ତ କରୁଥିବା କିଛି ମହିଳା ।

women stone work
ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର
author img

By

Published : Dec 18, 2019, 12:09 PM IST

ଭୁବନେଶ୍ବର: ରାଜଧାନୀରେ ବେଶ୍ ଧୁମଧାମରେ ଚାଲିଛି 14ତମ ତୋଷାଳି ମେଳା । ଏହି ମେଳାର ମୁଖ୍ୟ ଆକର୍ଷଣ ପାଲଟିଛନ୍ତି ନିଜର କଳାକୃତିରେ ନିର୍ଜୀବ ପଥରକୁ ଜୀବନ୍ତ କରୁଥିବା କିଛି ମହିଳା । ପୁରୁଷ କାରିଗର ସହ ତାଳରେ ତାଳ ଦେଇ ପାଦରେ ପାଦ ମିଶାଇ ଏହି ମହିଳାମାନେ କରୁଛନ୍ତି ପଥର ଖୋଦେଇ କାମ ।

ଏହି ମହିଳାମାନେ ପଥରରୁ ଅନେକ ଦେବାଦେଵୀ ସହ ଘର ସଜା ଜିନିଷପତ୍ର ସବୁ ଗଢି ତୋଳି ଦେଉଛନ୍ତି। ପଥର ଖୋଦେଇ କରି ନାନା ପ୍ରକାର ମୂର୍ତ୍ତି ତିଆରୀ କରୁଛନ୍ତି । ଯାହାକୁ କିଣିବା ପାଇଁ ଏହି ମେଳାରେ ଲୋକଙ୍କ ଭିଡ ଜମୁଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

ତେବେ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନରୁ ସ୍ବତନ୍ତ୍ର ତାଲିମ ନେଇ ଏମାନେ ନିଜର କଳାର ଯାଦୁଗରୀ ଦେଖାଉଛନ୍ତି। ଏହି ପଥର କାରିଗରୀ ବିଦ୍ୟା ଲାଭ କରି ଆଗକୁ ନିଜ ଗୋଡ଼ରେ ଛିଡା ହୋଇ ନିଜେ ସ୍ବାବଲମ୍ବୀ ହେବାର ଆଶା ବାନ୍ଧି ରଖିଥିବା ବେଳେ ବେଶ ଭଲ ଦୁଇ ପଇସା ପାଇ ପରିବାର ଲୋକଙ୍କ ସାହାଯ୍ୟ କରିବା ନେଇ ଲକ୍ଷ୍ୟ ରଖିଛନ୍ତି ଏହି ମହିଳାମାନେ।

ଭୁବନେଶ୍ବରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ମହିଳା ଙ୍କ ଯାଦୁଗରୀ ଛିଟା,ନିଜର କଳାକୃତି ରେ ନିର୍ଜୀବ ପଥର କୁ କରୁଛନ୍ତି ଜୀବନ୍ତ

ଭିଓ1
ନିଜର କଳାକୃତି ରେ ନିର୍ଜୀବ ପଥର କୁ କରୁଛନ୍ତି ଜୀବନ୍ତ, ଏଭଳି ଦେଖିବା କୁ ମିଳିଛି ରାଜଧାନୀ ରେ ଚାଲିଥିବା ଚତୁର୍ଦ୍ଦଶ ତମ ତୋଷାଳି ମେଳା ରେ। ସାଧାରଣ ରେ ପୁରୁଷ କରୁଥିବା ପଥର ଖେଦେଇ କାମ କୁ ଏଠାରେ ମହିଳା ମାନେ ମାରୁଛନ୍ତି। ପୁରୁଷ କାରିଗର ସହ ତାଳ ରେ ତାଳ ଦେଇ ପାଦ ରେ ପାଦ ମିଶାଇ ମହିଳା ମାନେ କରୁଛନ୍ତି ପଥର ଖୋଦେଇ କାମ। ଯାହା କୁ ଦେଖିଲେ ଆଖି ଲାଗିଯିବି।

ଭିଓ2
ଆଉ ଏବେ ରାଜଧାନୀ ତେଶାଳୀ ମେଳା ର ମୁଖ୍ୟ ଆକର୍ଷଣ ପାଲଟି ଯାଇଛନ୍ତି ଏହି ମହିଳା କାରିଗର ମାନେ। ପଥର ରୁ ଅନେକ ଦେବା ଦେଵୀ ସହ ଘର ସଜା ଜିନିଷପତ୍ର ସବୁ ଗଢି ତୋଳି ଦେଉଛନ୍ତି ଏମାନେ। ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ ବା sate institute of art and craft ରୁ ସ୍ୱତନ୍ତ୍ର ତାଲିମ ନେଇ ଏମାମେ ନିଜର କଳା ର ଯାଦୁଗରୀ ଦେଖାଉଛନ୍ତି।

ବାଇଟ କୁନି ଜେନା, ପଥର କରିଗର

ବାଇଟ ସୁଶ୍ରୀ ସଂଗୀତା ମିଶ୍ର, କାରିଗର

ବାଇଟ ତରଣୀ , ଅଧ୍ୟ।ପକ

ଫାଇନାଲ ଭିଓ
ଆଗରୁ ଘରେ ବାସୀ ରହୁଥିଲେ ଏବେ ଏହି ପଥର କରିଗରୀ ବିଦ୍ୟା ଲାଭ କରି ଆଗକୁ ନିଜ ଗୋଡ଼ ରେ ଛିଡା ହୋଇ ନିଜେ ସ୍ବାଭଲମ୍ବୀ ହେବାର ଆଶା ବାନ୍ଧି ରଖିଥିବା ବେଳେ ବେଶ ଭଲ ଦୁଇ ପଇସା ପାଇ ପରିବାର ଲୋକଙ୍କ ସାହାଯ୍ୟ କରିବାର ବି ଲକ୍ଷ୍ୟ ରଖିଛନ୍ତି ଏମାନେ।

Body:ମହିଳା ଙ୍କ ଯାଦୁଗରୀ ଛିଟା,ନିଜର କଳାକୃତି ରେ ନିର୍ଜୀବ ପଥର କୁ କରୁଛନ୍ତି ଜୀବନ୍ତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.