ETV Bharat / city

ମିଶନଶକ୍ତି ମେଳାରେ ମନ କିଣୁଛି ହର୍ବାଲ ଚା’ - women sale herbal tea in mission sakti

ମିଶନଶକ୍ତି ମେଳାରେ ହର୍ବଲ ଚା’ର ବେଶ ଚାହିଦା। ନାୟଗଡ଼ ଶିଧ ବେହେରା ମହିଳା ଏସଏସଜି ଗ୍ରୁପରୁ ଆସିଥିବା ଏହି ହର୍ବାଲ ଚା’ ଲୋକଙ୍କର ମନ କିଣୁଛି ।

women sale herbal tea in mission sakti
ମିଶନଶକ୍ତି ମେଳାରେ ମନ କିଣୁଛି ହର୍ବାଲ ଚା’
author img

By

Published : Dec 13, 2019, 3:02 PM IST

ଭୁବନେଶ୍ବର: ମିଶନଶକ୍ତି ମେଳାରେ ଜୋର ଧରୁଛି ହର୍ବଲ ଚା’। ନାୟଗଡ଼ ଶିଧ ବେହେରା ମହିଳା ଏସଏସଜି ଗ୍ରୁପରୁ ଆସିଥିବା ଏହି ହର୍ବାଲ ଚା’ ପାଖରେ ଜମୁଛି ନାହିଁ ନଥିବା ଭିଡ । 28 ପ୍ରକାରର ଚେରମୂଳିରେ ତିଆରି ହୋଇଥିବା ଏହି ଚା’ ଏବେ ରାଜଧାନୀବାସୀଙ୍କ ପ୍ରିୟ ଚା ପାଲଟିଛି। ଅନ୍ୟପଟେ ଚା’ରେ ଚିନି ବଦଳରେ ଗୁଡ଼ ପଡିଥିବାରୁ ସାଧାରଣ ଲୋକଙ୍କ ସହ ଡାଇବେଟିକ ଲୋକେ ବି ବେଶ ପସନ୍ଦ କରୁଛନ୍ତି।

ମିଶନଶକ୍ତି ମେଳାରେ ମନ କିଣୁଛି ହର୍ବାଲ ଚା’

ସୂଚନାଯୋଗ୍ୟ ଯେ, ମିଶନ ଶକ୍ତି ନିର୍ଦ୍ଦେଶାଳୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ରାଜ୍ୟରେ ପ୍ରଥମ ଥର କରି ଏହି ମେଳାର ଆୟୋଜନ କରିଛି। ରାଜଧାନୀର ପ୍ରଦର୍ଶନୀ ପଡିଆରେ ଆଜିଠାରୁ ଆସନ୍ତା 16 ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ଏହି ମେଳା । ସର୍ବମୋଟ 200ଟି ଷ୍ଟଲରେ 400 ମହିଳା ନିଜର ହାତ ତିଆରି ଜିନିଷ ବିକ୍ରି କରୁଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତ ରାୟ, ଇଟଭି ଭାରତ

Intro:ରାଜଧାନୀ ର ଶୀତୁଆ ରାତି ମିଶନ ଶକ୍ତି ମେଳା ର ହର୍ବାଲ ଚା ସଭିଙ୍କ ମନ କିଣୁଛି।

ମିଶନ ଶକ୍ତି ମେଳା ରେ ଜୋର ଧରୁଛି ହର୍ବଲ ଚା। ନାୟଗଡ଼ ଶିଧ ବେହେରା ମହିଳା ଏସ ଏସ ଜି ଗ୍ରୁପ ରୁ ଆସି ଥିବା ଏହି ହର୍ବାଲ ଚା ଲୋକଙ୍କୁ ଦେଉଛନ୍ତି। 28 ପ୍ରକାର ର ଚେର ମୂଲ ରେ ତିଆରି ହୋଇ ଥିବା ର ଏହି ଚା ଏବେ ରାଜଧନୀ ବସି ଙ୍କ ବେଶ ମନ କିଣୁଛି। ଅନ୍ୟ ପଟେ ଚା ରେ ଚିନି ନ ପଡି ଗୁଡ଼ ପଡି ଥିବାରରୁ ଲୋକେ ବେଶ ପସନ୍ଦ କରୁଛନ୍ତି।
ଏଠି ସୂଚନାଯୋଗ୍ୟ ଯେ ,ମିଶନ ଶକ୍ତି ନିର୍ଦେଶାଳୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ରାଜ୍ୟ ରେ ପ୍ରଥମ ଥର କରି ଏହି ମେଳାର ଆୟେଜନ କରିଛି। ରାଜ୍ୟ ର ରାଜଧାନୀ ଭୁବନେଶ୍ବର ସ୍ତିତ ପ୍ରଦର୍ଶନି ପଡିଆ ରେ ଏହା ଆଜିଠାରୁ ଆସନ୍ତା 16 ଡିସେମ୍ବର ପର୍ଯ୍ୟନ୍ତ ଚାଲିବା। ସର୍ବମୋଟ 200 ଟି ଷ୍ଟଲ ରେ 400 ମହିଳା ନିଜର ହାତ ତିଆରି ଜିନିଷ ବିକ୍ରି କରିବେ।

ବାଇଟ ଗୀତାଞ୍ଜଳି ରଥ।

Body:ରାଜଧାନୀ ର ଶୀତୁଆ ରାତି ମିଶନ ଶକ୍ତି ମେଳା ର ହର୍ବାଲ ଚା ସଭିଙ୍କ ମନ କିଣୁଛି।
ମିଶନ ଶକ୍ତି ମେଳା ରେ ଜୋର ଧରୁଛି ହର୍ବଲ ଚା। ନାୟଗଡ଼ ଶିଧ ବେହେରା ମହିଳା ଏସ ଏସ ଜି ଗ୍ରୁପ ରୁ ଆସି ଥିବା ଏହି ହର୍ବାଲ ଚା ଲୋକଙ୍କୁ ଦେଉଛନ୍ତି। 28 ପ୍ରକାର ର ଚେର ମୂଲ ରେ ତିଆରି ହୋଇ ଥିବା ର ଏହି ଚା ଏବେ ରାଜଧନୀ ବସି ଙ୍କ ବେଶ ମନ କିଣୁଛି। ଅନ୍ୟ ପଟେ ଚା ରେ ଚିନି ନ ପଡି ଗୁଡ଼ ପଡି ଥିବାରରୁ ଲୋକେ ବେଶ ପସନ୍ଦ କରୁଛନ୍ତି।
ଏଠି ସୂଚନାଯୋଗ୍ୟ ଯେ ,ମିଶନ ଶକ୍ତି ନିର୍ଦେଶାଳୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ରାଜ୍ୟ ରେ ପ୍ରଥମ ଥର କରି ଏହି ମେଳାର ଆୟେଜନ କରିଛି। ରାଜ୍ୟ ର ରାଜଧାନୀ ଭୁବନେଶ୍ବର ସ୍ତିତ ପ୍ରଦର୍ଶନି ପଡିଆ ରେ ଏହା ଆଜିଠାରୁ ଆସନ୍ତା 16 ଡିସେମ୍ବର ପର୍ଯ୍ୟନ୍ତ ଚାଲିବା। ସର୍ବମୋଟ 200 ଟି ଷ୍ଟଲ ରେ 400 ମହିଳା ନିଜର ହାତ ତିଆରି ଜିନିଷ ବିକ୍ରି କରିବେ।

ବାଇଟ ଗୀତାଞ୍ଜଳି ରଥ।

Conclusion:

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.