ଭୁବନେଶ୍ବର: ଦୀର୍ଘଦିନ ପରେ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ୩ଟି ମହାନଗର ନିଗମ ପାଇଁ ମେୟର ପଦବୀ ନିମନ୍ତେ ଚିଠା ତାଲିକା ପ୍ରକାଶ ପାଇଲା । ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମହାନଗର ନିଗମ ପାଇଁ ମେୟର ପଦବୀ ନିମନ୍ତେ ଚିଠା ତାଲିକା ପ୍ରକାଶ ପାଇବା ପରେ ଏହାକୁ ସ୍ୱାଗତ କରିଛନ୍ତି ବିରୋଧୀ । କଂଗ୍ରେସ ନେତା ସୁର ରାଉତରାୟ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।
ମହାନଗର ନିଗମରେ ମହିଳା ମେୟର ଘୋଷଣାକୁ ସ୍ୱାଗତ କଲେ ସୁର - Panchayat Election news
ଦୀର୍ଘଦିନ ପରେ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ୩ଟି ମହାନଗର ନିଗମ ପାଇଁ ମେୟର ପଦବୀ ନିମନ୍ତେ ଚିଠା ତାଲିକା ପ୍ରକାଶ ପାଇଲା । ଯାହାକୁ କଂଗ୍ରେସ ବିଧାୟକ ସୁର ରାଉତରାୟ ସ୍ବାଗତ କରିବା ସହ କଂଗ୍ରେସରେ ଏକାଧିକ ମହିଳା ଅଛନ୍ତି ବୋଲି କହିଛନ୍ତି । ଅଧିକ ପଢନ୍ତୁ
ମହାନଗର ନିଗମରେ ମହିଳା ମେୟର ଘୋଷଣାକୁ ସ୍ୱାଗତ କଲେ ସୁର