ETV Bharat / city

ରୋଷେଇ ଛାଡି ରାସ୍ତାରେ ମହିଳା, ଲୋକଙ୍କୁ ଦେଲେ ଟ୍ରାଫିକ ସଚେତନତା - ଭୁବନେଶ୍ବର ଖବର

ଏବେ ରୋଷେଇ ଛାଡି ରାସ୍ତାରେ ମହିଳା କରୁଛନ୍ତି ଲୋକଙ୍କୁ ଟ୍ରାଫିକ ସଚେତନତା । ଏହି ମହିଳାମାନେ କିଏ ନିଜର କାମ ଛାଡି ତ କିଏ ନିଜର ପିଲାକୁ ସ୍କୁଲରେ ଛାଡି ରାସ୍ତା ଉପରେ ଏକାଠି ହୋଇ ଲୋକଙ୍କୁ ଦେଇଛନ୍ତି ସଚେତନତା ବାର୍ତ୍ତା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 21, 2019, 1:53 AM IST

ଭୁବନେଶ୍ବର: ଟ୍ରାଫିକ ଭୟ ଲୋକଙ୍କୁ କରିଛି ଛାନିଆ । ଏନେଇ ସବୁଆଡେ ଚାଲିଛି ସଚେତନତା କାର୍ଯ୍ୟକ୍ରମ । ପ୍ରଥମେ ପୋଲିସ ପରେ ଛାତ୍ରଛାତ୍ରୀ ଓ ବିଭିନ୍ନ ସଂଙ୍ଗଠନ । ଆଉ ଏବେ ରୋଷେଇ ଛାଡି ରାସ୍ତାରେ ମହିଳା କରୁଛନ୍ତି ଲୋକଙ୍କୁ ଟ୍ରାଫିକ ସଚେତନତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ମହିଳାମାନେ କିଏ ନିଜର କାମ ଛାଡି ତ କିଏ ନିଜର ପିଲାକୁ ସ୍କୁଲରେ ଛାଡି ରାସ୍ତା ଉପରେ ଏକାଠି ହୋଇ ଲୋକଙ୍କୁ ଦେଇଛନ୍ତି ସଚେତନତା ବାର୍ତ୍ତା । ବିଡିଏ ନିକୋ ପାର୍କ ଟ୍ରାଫିକ ଛକରେ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ । ତେବେ ଭୁବନେଶ୍ବର ୨୯ ନମ୍ବର ୱାର୍ଡର ପ୍ରାୟ ଶତାଧିକ ମହିଳା ଏହି ସଚେତନା କାର୍ଯ୍ୟକ୍ରମରେ ହୋଇଥିଲେ ଏକତ୍ରିତ ।

ଏଥିରେ ୫ଟି ମହିଳା ସ୍ବୟ ସଂଗଠନ ମିଶି ଲୋକଙ୍କୁ କରିଥିଲେ ସଚେତନ। । କିପରି ରାସ୍ତାରେ ଯିବା ବେଳେ ଟ୍ରାଫିକ ନିୟମ ମାନିବେ,ସିଟ ବେଲ୍ଟ ସହ ହେଲମେଟ ପିନ୍ଧିବେ, ମୋବାଇଲରେ କଥା ନହୋଇ ସଚେତନ ହେବେ । ସେନେଇ ପ୍ଲା କାର୍ଡ ଜରିଆରେ ଦେଇଛନ୍ତି ବାର୍ତ୍ତା ।

ଭୁବନେଶ୍ବରରୁ ତାପସ ପରିଡା, ଇିଟଭି ଭାରତ

Intro:ରୋଷେଇ ଛାଡି ରାସ୍ତାରେ ମହିଳା,
ଲୋକଙ୍କୁ ଦେଲେ ଟ୍ରାଫିକ ସଚେତନତାBody:

ରୋଷେଇ ଛାଡି ରାସ୍ତା ଉପରେ ମହିଳା।କିଏ ନିଜର କାମ ଛାଡି ତ କିଏ ନିଜର ପିଲାକୁ ସ୍କୁଲରେ ଛାଡି।ରାସ୍ତା ଉପରେ ଏକାଠି ହୋଇ ଲୋକଙ୍କୁ ଦେଇଛନ୍ତି ସଚେତନତା ବାର୍ତା।ବିଡିଏ ନିକୋ ପାର୍କ ଟ୍ରାଫିକ ଛକରେ ଦେଖିବାକୁ ମିଳିଥିଲେ ଏପରି ଦୃଷ୍ଯ।୨୯ ନମ୍ବର ୱାର୍ଡର ପ୍ରାୟ ଶତାଧିକ ମହିଳା ହୋଇଥିଲେ ଏକତ୍ରିତ।୫ଟି ମହିଳା ସ୍ବୟ ସଂଗଠନ ମିଶି ଲୋକଙ୍କୁ କରିଥିଲେ ସଚେତନ।କିପରି ରାସ୍ତାରେ ଯିବା ବେଳେ ଟ୍ରାଫିକ ନିୟମ ମାନିବେ।ସିଲଟ ବେଲଟ ସହ ହେଲମେଟ ପିନ୍ଦିବେ।ମୋବାଇଲରେ କଥା ନ ହୋଇ ସଚେତନ ହେବେ ।ସେନେଇ ପ୍ଲା କାର୍ଡ ଜରିଆରେ ଦେଇଛନ୍ତି ବାର୍ତା।

Conclusion:ବାଇଟ-ସୁକାନ୍ତି ମଲିକ,ସଭାପତି ଆଦର୍ଶ ମହିଳା ସ୍ବୟସହାୟକ ଗୋଷ୍ଠୀ
ବାଇଟ-ଅମରେଶ ପଣ୍ଡା,ଆଡିସିନାଲ ଡିସିପି ଟ୍ରାଫିକ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.