ETV Bharat / city

ଫୋକସରେ ପଶ୍ଚିମ ଓଡିଶାର ବିକାଶ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ହେଲା ଉଦଘାଟନ - ମୁଖ୍ୟ ପରାମର୍ଶଦାତା

ପଶ୍ଚିମ ଓଡିଶାର ବିକାଶ ଲାଗି ଆଜି(ସୋମବାର) ମୁଖ୍ୟମନ୍ତ୍ରୀ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ...

ଫୋକସରେ ପଶ୍ଚିମ ଓଡିଶାର ବିକାଶ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ହେଲା ଉଦଘାଟନ

author img

By

Published : Jul 26, 2021, 6:34 PM IST

ଭୁବନେଶ୍ବର: ରାଜ୍ୟ ସରକାର ପଶ୍ଚିମ ଓଡିଶାର ବିକାଶକୁ ଗୁରୁତ୍ବ ଦେଇଛନ୍ତି । ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବହୁ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ଓ ସମୀକ୍ଷା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଏଥିରେ ସାମିଲ ହୋଇଛନ୍ତି ।

ଫୋକସରେ ପଶ୍ଚିମ ଓଡିଶାର ବିକାଶ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ହେଲା ଉଦଘାଟନ
ଫୋକସରେ ପଶ୍ଚିମ ଓଡିଶାର ବିକାଶ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ହେଲା ଉଦଘାଟନ

ଟିଟିଲାଗଡ଼ ଉପଖଣ୍ଡର 3 ପ୍ରମୁଖ ଜନ କଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ ହୋଇଛି । ସୈନ୍ତଳା ବ୍ଳକର କର୍ମତଳା 33/11KV ଗ୍ରୀଡ଼ ଷ୍ଟେସନ, ଟିଟିଲାଗଡ଼ରେ ଅତ୍ୟାଧୁନିକ ମୃତଦେହ ଦାହ କେନ୍ଦ୍ର ମୁକ୍ତିଧାମ, ଡିଏଭି ସ୍ବୟଂଶାସିତ ମହାବିଦ୍ୟାଳୟର ବାଳିକା ଆବାସ ଉଦଘାଟନ କରାଯାଇଛି । ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଓ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଏହାର ଉଦଘାଟନ କରିଛନ୍ତି ।

ସୈନ୍ତଳା ବ୍ଳକର କର୍ମତଳାରେ ସ୍ଥାପନ ହୋଇଥିବା 33/11KV ଗ୍ରୀଡ଼ ଷ୍ଟେସନ ଦ୍ବାରା ଅଞ୍ଚଳର ଉପଭୋକ୍ତା ଉଚ୍ଚମାନର ବିଦ୍ୟୁତର ଲାଭ ଉଠାଇବେ । ଏହା ସହିତ ବଲାଙ୍ଗୀରରେ ନିର୍ମାଣାଧୀନ ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି ଅସିତ । ଅସିତ ଗ୍ରାଉଣ୍ଡକୁ ଯାଇ ନିର୍ମାଣ ଚାଲିଥିବା ବସ ଟର୍ମିନାଲ କାର୍ଯ୍ୟ ସମୀକ୍ଷା କରିଛନ୍ତି । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଓ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବର ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.