ETV Bharat / city

ଓ୍ବେଦର ଅପଡେଟ: ଦୁର୍ବଳ ହେଉଛି ଲଘୁଚାପ, ଓଡିଶା ଉପରେ କମ୍ ପ୍ରଭାବ

author img

By

Published : Oct 14, 2020, 9:47 PM IST

ଦୁର୍ବଳ ହେଉଛି ଲଘୁଚାପ । ଯାହା ଫଳରେ ଓଡିଶା ଉପରେ ଏହାର ପ୍ରଭାବ କ୍ରମଶଃ ହ୍ରାସ ପାଇବା ନେଇ ସୂଚାନ ଦେଇଛି ପାଣିପାଗ ବିଭାଗ । ତେବେ ରାଜ୍ୟର ଅଳ୍ପ କେତେକ ଜିଲ୍ଲାରେ ବ୍ରଜପାତ ସହ ବର୍ଷାର ଆଶଙ୍କା ରହିଛି । ଅଧିକ ପଢନ୍ତୁ...

ଓ୍ବେଦର ଅପଡେଟ: ଦୁର୍ବଳ ହେଉଛି ଲଘୁଚାପ, ଓଡିଶା ଉପରେ କମ ପ୍ରଭାବ

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା। ରାଜ୍ୟର ଢେଙ୍କାନାଳ, ଅନୁଗୁଳ, କଟକ, ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସୂଚନା ରହିଥିବାବେଳେ, ଉତ୍ତର ଉପକୂଳ ଓଡିଶା ସମେତ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର ଓ ଦେବଗଡ ଜିଲ୍ଲାରେ ବଜ୍ରପାତ ସହ ବର୍ଷାହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ତେବେ ଗତ ୨୪ ଘଣ୍ଟା ଭିତରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ସର୍ବାଧିକ ୨୨୫ ମିମି ବର୍ଷା ରେକର୍ଡ ହୋଇଛି।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.