ETV Bharat / city

12 ଡିଗ୍ରୀ ତଳେ ରାଜ୍ୟର 6 ସହର, ଶୀତରେ ଥରୁଛି ସୋନପୁର ! - ଭୁବନେଶ୍ବର

ରାଜ୍ୟରେ ଜାରି ରହିଛି ଶୀତ ଲହରି । 12 ଡିଗ୍ରୀ ତଳେ ରହୁଛି 6ଟି ସହରର ତାପମାତ୍ରା । ସୋନପୁର ପାଲଟିଛି ସବୁଠୁ ଶୀତଳ ସହର । ଅଧିକ ପଢନ୍ତୁ...

weather update: 3 cities below 10degrees, sonepur is the coldest city
12 ଡିଗ୍ରୀ ତଳେ ରାଜ୍ୟର 6 ସହର, ଶୀତରେ ଥରୁଛି ସୋନପୁର !
author img

By

Published : Nov 10, 2020, 10:23 AM IST

Updated : Nov 10, 2020, 10:39 AM IST

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତ ଲହରି । ସକାଳେ ହାଲୁକା ଥଣ୍ଡା ପବନ ବହିବା ସାଙ୍ଗକୁ ଧିରେ ଧିରେ ବୃଦ୍ଧି ପାଉଛି ଶୀତର ପ୍ରକୋପ । ପ୍ରତ୍ୟେକ ଦିନ 10 ଡିଗ୍ରୀ ତଳେ ରହୁଛି 6ଟି ସହରର ତାପମାତ୍ରା । ଥଣ୍ଡାରେ ଥରୁଛନ୍ତି ଲୋକେ । ତେବେ ମଙ୍ଗଳବାର ରିପୋର୍ଟ ଅନୁସାରେ 9.2 ଡିଗ୍ରୀ ସେଲସିୟସ ସହ ଆଜି ବି ସୋନପୁର ପାଲଟିଛି ସବୁଠୁ ଥଣ୍ଡା ସହର ।

weather update: 3 cities below 10degrees, sonepur is the coldest city
12 ଡିଗ୍ରୀ ତଳେ ରାଜ୍ୟର 6 ସହର, ଶୀତରେ ଥରୁଛି ସୋନପୁର !

ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ମୁତାବକ, ରାଜ୍ୟର ୧୨ଡିଗ୍ରୀ ସେଲସିୟସ ତାପମାତ୍ରା ତଳେ ରହିଛି ଓଡ଼ିଶାର ୬ ସହର । ସୋନପୁରରେ ୯.୨C, ଦାରିଙ୍ଗବାଡିରେ ୯.୫C, ଫୁଲବାଣୀରେ ୯.୮C, କୋରାପୁଟରେ ୧୦.୬C, ଅନୁଗୁଳରେ ୧୦.୮C, ଭବାନୀପାଟଣାରେ ୧୧.୦C ତାପମାତ୍ରା ରହିଛି ।

ସେହିପରି ରାଜଧାନୀ ଭୁବନେଶ୍ବରରେ ଆଜି ୧୭.୪C ଏବଂ କଟକରେ ୧୬.୪C ତାପମାତ୍ରା ରେକର୍ଡ କରାଯାଇଛି । ତେବେ ଆଗକୁ ଶୀତ ବଢିବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Nov 10, 2020, 10:39 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.