ETV Bharat / city

ଆଗାମୀ 5 ଦିନ ଶୀତରେ ଥରିବ ରାଜ୍ୟ - ଶୁଖିଲା ରହିବ ପାଗ

ଓଡିଶାରେ ଶୀତ ଲହରୀ । 2 ରୁ 3 ଡିଗ୍ରି ତଳକୁ ଖସିବ ପାରଦ । ଅଧିକ ପଢନ୍ତୁ..

ଆଗାମି 5 ଦିନ ଶୀତରେ ଧରିବ ରାଜ୍ୟ
author img

By

Published : Nov 13, 2019, 11:01 PM IST

Updated : Nov 13, 2019, 11:10 PM IST

ଭୁବନେଶ୍ବର: ଆସନ୍ତା 5 ଦିନରେ ଓଡ଼ିଶାରେ ଶୁଖିଲା ରହିବ ପାଗ । ରାତିରେ ପାରଦ 2 ରୁ 3 ଡିଗ୍ରି ତଳକୁ ଖସିବ । ଯାହା ପ୍ରଭାବରେ ଥଣ୍ଡା ଅନୁଭୂତ ହେବ ।

ଆଗାମି 5 ଦିନ ଶୀତରେ ଧରିବ ରାଜ୍ୟ

ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ତାପମାତ୍ରା ତଳକୁ ଖସି, ଶୀତ ଅନୁଭୂତ ହେବ । ଆସନ୍ତା ଦିନରେ ପାରଦ 2 ରୁ 3 ଡିଗ୍ରୀ ତଳକୁ ଖସିବ । ରାଜ୍ୟରେ ସ୍ବାଭାବିକ ଭାବରେ ଡିସେମ୍ବରରେ ଶୀତ ଅନୁଭୂତ ହେବ।ଗତ 24 ଘଣ୍ଟା ଭିତରେ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ 11.5 ଡିଗ୍ରୀ ତାପମାତ୍ରା ରହିଛି ।

ସେହିପରି ଭୁବନେଶ୍ବରରେ 19 ଡିଗ୍ରୀ ତାପମାତ୍ରା ରହିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ବାସ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ପାଣିପାଗ ସୂଚନା।

Body:ଆସନ୍ତା ୫ ଦିନ ହେବ ଓଡ଼ିଶାରେ ପାଗ ଶୁଖିଲା ରହିବ।ରାତିରେ ପାରଦ ୨,୩ ଡିଗ୍ରି ତଳକୁ ଖସିବ ,ଥଣ୍ଡା ଅନୁଭୂତ ହେବ।ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ତାପମାତ୍ରା ତଳକୁ ଖସି ,ଶୀତ ଅନୁଭୂତ ହେବ।ଆସନ୍ତା ଦିନରେ ମଧ୍ୟ ପାରଦ ୨,୩ ଡିଗ୍ରୀ ତଳକୁ ଖସିବ।ରାଜ୍ୟରେ ସ୍ୱାଭାବିକ ଭାବରେ ଡିସେମ୍ବରରେ ଶୀତ ଅନୁଭୂତ ହେବ।ଗତ ୨୪ ଘଣ୍ଟା ଭିତରେ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୧୧.୫ ଡିଗ୍ରୀ ତାପମାତ୍ରା ରହିଛି।ସେହିପରି ଭୁବନେଶ୍ୱର ରେ ୧୯ ଡିଗ୍ରୀ ତାପମାତ୍ରା ରହିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଧେଶକ ହବିବୁର ରେହମାନ ବିଶ୍ୱାସ କହିଛନ୍ତି।

Conclusion:
Last Updated : Nov 13, 2019, 11:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.