ETV Bharat / city

ଆଗାମୀ 4 ଦିନ ପାଗ ଶୁଖିଲା ରହିବ

author img

By

Published : Feb 28, 2020, 6:31 AM IST

ଆସନ୍ତା ୨, ୩ ଦିନ ପାଗ ଶୁଖିଲା ରହିବ । ଏହାସହ ଆସନ୍ତା ୨, ୩ ଦିନ ରାତ୍ରି ତାପମାତ୍ରା ୨ ରୁ ୪ ଡିଗ୍ରୀ ହ୍ରାସ ପାଇବ । ତେବେ ଭୁବନେଶ୍ବରରେ ଆକାଶ ମେଘମୁକ୍ତ ରହିବା ସହ ପାଗ ସ୍ବାଭାବିକ ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ହବିବୁର ରେହମାନ ବିଶ୍ବାସ କହିଛନ୍ତି । ଅଧିକ ପଢନ୍ତୁ...

aa
ଆଗାମୀ 4 ଦିନ ପାଗ ଶୁଖିଲା ରହିବ

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ହେବ । ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ବଲାଙ୍ଗୀର, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାରେ ଘନ କୁହୁଡି ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

ଆଗାମୀ 4 ଦିନ ପାଗ ଶୁଖିଲା ରହିବ

ସେହିପରି ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଛି । ଆସନ୍ତା ୨, ୩ ଦିନ ପାଗ ଶୁଖିଲା ରହିବ । ଏହାସହ ଆସନ୍ତା ୨, ୩ ଦିନ ରାତ୍ରି ତାପମାତ୍ରା ୨ ରୁ ୪ ଡିଗ୍ରୀ ହ୍ରାସ ପାଇବ । ତେବେ ଭୁବନେଶ୍ବରରେ ଆକାଶ ମେଘମୁକ୍ତ ରହିବା ସହ ପାଗ ସ୍ବାଭାବିକ ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ହବିବୁର ରେହମାନ ବିଶ୍ବାସ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.