ETV Bharat / city

ନବୀନଙ୍କ ଟାର୍ଗେଟ ପୂରଣ କରିବାକୁ ଅଣ୍ଟା ଭିଡିଲେ ମନ୍ତ୍ରୀ

ପଞ୍ଚମ ପାଳିରେ ନବୀନଙ୍କ ବିକାଶ ଏଜେଣ୍ଡାର ମଙ୍ଗ ଧରିଥିବା ମନ୍ତ୍ରୀଙ୍କ ପାଇଁ ଚ୍ୟାଲେଞ୍ଜ ବଢିଛି । ଏଥର ନବୀନ କେବଳ ବିକାଶକୁ ଗୁରୁତ୍ବ ଦେଇନାହାଁନ୍ତି, ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାମ କରିବାକୁ ମଧ୍ୟ ପ୍ରାଧାନ୍ୟ ଦେଇଛନ୍ତି ।

author img

By

Published : May 30, 2019, 5:21 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ପଞ୍ଚମ ପାଳିରେ ନବୀନଙ୍କ ବିକାଶ ଏଜେଣ୍ଡାର ମଙ୍ଗ ଧରିଥିବା ମନ୍ତ୍ରୀଙ୍କ ପାଇଁ ଚ୍ୟାଲେଞ୍ଜ ବଢିଛି । ଏଥର ନବୀନ କେବଳ ବିକାଶକୁ ଗୁରୁତ୍ବ ଦେଇନାହାଁନ୍ତି, ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାମ କରିବାକୁ ମଧ୍ୟ ପ୍ରାଧାନ୍ୟ ଦେଇଛନ୍ତି । ଯେଉଁଥିପାଇଁ ଗତକାଲିର ମନ୍ତ୍ରୀପରିଷଦ ବୈଠକରେ ନବୀନ ମନ୍ତ୍ରୀମାନଙ୍କୁ ଥ୍ରି-ଟି ବଦଳରେ ଫାଇଭ-ଟିର ମନ୍ତ୍ର ଦେଇଛନ୍ତି । ତଦନୁଯାୟୀ ମନ୍ତ୍ରୀମାନେ ସମୟାନୁବର୍ତ୍ତୀ ହୋଇ କାମ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଭିଡିଓ ସୌଜନ୍ୟ- ବ୍ୟୁରୋ ଚିଫ୍, ଭୁବନେଶ୍ବର

ଏଭଳିସ୍ଥିତିରେ 'ଫନି' ପରେ ପୁରୀରେ ବିଦ୍ୟୁତ ସେବାର ପୁନଃସ୍ଥାପନ ଠାରୁ ଆରମ୍ଭ କରି ଜଳସେଚନ, କ୍ରମାଗତ ଭାବେ ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣାର ନିୟନ୍ତ୍ରଣ କରିବା, ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେବାକୁ ମନ୍ତ୍ରୀମାନେ ଏବେ ଠାରୁ ଅଣ୍ଟା ଭିଡିଲେଣି ।

ପୁରୀରେ ବିଦ୍ୟୁତ ସେବାର ପୁନଃସ୍ଥାପନ କାର୍ଯ୍ୟ ଚାଲିଛି କିନ୍ତୁ ଏହା ଆଉ କିଛି ଦିନ ବିଳମ୍ବ ହେବ । ଏଥିପାଇଁ ନୂଆମନ୍ତ୍ରୀ ଆସନ୍ତାକାଲି ପୁରୀରେ ବିଦ୍ୟୁତ ସେବା କାର୍ଯ୍ୟ ସମୀକ୍ଷା କରିବେ । ସେହିଭଳି ଅନ୍ୟ ବିଭାଗୀୟ ମନ୍ତ୍ରୀମାନେ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ଭୁବନେଶ୍ବରରୁ ଅଜିତ କୁମାର ଦାଶ, ଇଟିଭି ଭାରତ

ନବୀନଙ୍କ ଟାର୍ଗେଟ ପୂରଣ କରିବାକୁ ଅଣ୍ଟାଭିଡିଲେ ମନ୍ତ୍ରୀ

ଭୁବନେଶ୍ବର () ପଂଚମ ପାଳିରେ ନବୀନଙ୍କ ବିକାଶ ଏଜେଣ୍ଡାର ମଙ୍ଗ ଧରିଥିବା ମନ୍ତ୍ରୀଙ୍କ ପାଇଁ ଚ୍ୟାଲେଂଜ ବଢିଛି । ଏଥର ନବୀନ କେବଳ ବିକାଶକୁ ଗୁରୁତ୍ବ ଦେଇନାହାଁନ୍ତି, ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାମ କରିବାକୁ ମଧ୍ୟ ପ୍ରାଧାନ୍ୟ ଦେଇଛନ୍ତି । ଯେଉଁଥିପାଇଁ ଗତକାଲିର ମନ୍ତ୍ରୀପରିଷଦ ବୈଠକରେ ନବୀନ ମନ୍ତ୍ରୀମାନଙ୍କୁ ଥ୍ରି-ଟି ବଦଳରେ ଫାଇଭ-ଟିର ମନ୍ତ୍ର ଦେଇଛନ୍ତି । ତଦନୁଯାୟୀ ମନ୍ତ୍ରୀମାନେ ସମୟାନୁବର୍ତ୍ତୀ ହୋଇ କାମ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏଭଳିସ୍ଥିତିରେ ଫନି ପରେ ପୁରୀରେ ବିଦ୍ୟୁତ ସେବାର ପୁନଃସ୍ଥାପନ ଠାରୁ ଆରମ୍ଭ କରି ଜଳସେଚନ, କ୍ରମାଗତ ଭାବେ ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣାକ ନିୟନ୍ତ୍ରଣ କରାଯିବା, ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେବାକୁ ମନ୍ତ୍ରୀମାନେ ଏବେଠାରୁ ଅଣ୍ଟା ଭିଡିଲେଣି । ପୁରୀରେ ବିଦ୍ୟୁତ ସେବାର ପୁନଃସ୍ଥାପନ କାର୍ଯ୍ୟ ଚାଲିଛି କିନ୍ତୁ ଏହା ଆଉ କିଛି ଦିନ ବିଳମ୍ବ ହେବ । ଏଥିପାଇଁ ନୂଆ ମନ୍ତ୍ରୀ ଆସନ୍ତାକାଲି ପୁରୀରେ ବିଦ୍ୟୁତ ସେବା କାର୍ଯ୍ୟ ସମୀକ୍ଷା କରିବେ । ସେହିଭଳି ଅନ୍ୟ ବିଭାଗୀୟ ମନ୍ତ୍ରୀମାନେ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ବାଇଟ – ଦିବ୍ୟଶଙ୍କର ମିଶ୍ର, ଶକ୍ତିମନ୍ତ୍ରୀ

ବାଇଟ – ରଘୁନନ୍ଦନ ଦାସ, ଜଳସମ୍ପଦ ମନ୍ତ୍ରୀ

ବାଇଟ – ପଦ୍ମନାଭ ବେହେରା, ପରିବହନ ମନ୍ତ୍ରୀ

ବାଇଟ – ଟୁକୁନି ସାହୁ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

Bytes and Visual sent in LiveU

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.