ETV Bharat / city

ତୁଳୀ ମାଧ୍ୟମରେ ଜଳ ସଂରକ୍ଷଣର ବାର୍ତ୍ତା

ତୁଳୀ ମାଧ୍ୟମରେ ଜଳ ସଂରକ୍ଷଣର ବାର୍ତ୍ତା ଦେଉଛନ୍ତି ଶିଳ୍ପୀ । ସ୍ଥାନୀୟ ମର୍ଡନ ଆର୍ଟ ଗ୍ୟାଲେରୀରେ ଏଭଳି କିଛି କଥା ବସ୍ତୁକୁ ନେଇ ଚିତ୍ର ଅଙ୍କନ ପ୍ରତିଯୋଗିତା ଆରମ୍ଭ ହୋଇଛି ।

author img

By

Published : Aug 1, 2019, 3:22 AM IST

ଫଟୋ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର

ଭୁବନେଶ୍ବର: ତୁଳୀ ମାଧ୍ୟମରେ ଜଳ ସଂରକ୍ଷଣର ବାର୍ତ୍ତା ଦେଉଛନ୍ତି ଶିଳ୍ପୀ । ସ୍ଥାନୀୟ ମର୍ଡନ ଆର୍ଟ ଗ୍ୟାଲେରୀରେ ଏଭଳି କିଛି କଥା ବସ୍ତୁକୁ ନେଇ ଚିତ୍ର ଅଙ୍କନ ପ୍ରତିଯୋଗିତା ଆରମ୍ଭ ହୋଇଛି ।

ବୁଧବାରଠାରୁ ଆରମ୍ଭ ହୋଇ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାରୁ 15 ଜଣ ଚିତ୍ରଶିଳ୍ପୀ ଭାଗ ନେଇଛନ୍ତି । ନୂଆଦିଲ୍ଲୀର ଏକ ସ୍ବଚ୍ଛାସେବୀ ସଙ୍ଗଠନ "ସ୍ବେଟ୍ଟା" ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଛି । କିଭଳି ଓଡ଼ିଶାର ସାନ୍ତାଳୀ ଜନଜାତି ପାଣିର ବ୍ୟବହାର ଓ ସଂରକ୍ଷଣ କରନ୍ତି ତାହା ଏହି ପ୍ରତିଯୋଗିତାର ମୂଳ ଲକ୍ଷ ରହିଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର

ତେବେ ଏହି ପ୍ରତିଯୋଗିତାର ଶେଷ ଦିନରେ ସର୍ବ ଶ୍ରେଷ୍ଠ 3 ଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ପ୍ରଥମ ବିଜେତାଙ୍କୁ 30ହାଜର, ଦ୍ୱତୀୟଙ୍କୁ 25ହଜାର ଓ ତୃତୀୟଙ୍କୁ 20ହଜାର ଟଙ୍କା ପ୍ରଦାନକରାଯିବ ବୋଲି "ସ୍ବେଟ୍ଟା" ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି ।

ଏଠାରେ ସୂଚନାଯୋଗ୍ୟ, ଭାଗ ନେଇଥିବା 15 ଜଣ ଚିତ୍ରଶିଳ୍ପୀ ଓଡ଼ିଶାର ହୋଇଥିବା ବେଳେ ଓଡ଼ିଶାର ସାନ୍ତାଳୀ ସମ୍ପ୍ରଦାୟରକୁ କେତେ ନିକଟରୁ ଜାଣିଛନ୍ତି ତାହା ମଧ୍ୟ ଚିତ୍ର ମାଧ୍ୟମରେ ଜଣାଯିବ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ତୁଳୀ ମାଧ୍ୟମରେ ଆଙ୍କିଲେ ଚିତ୍ରକାର, ପାଣି ଓ ପରିବେଶ କୁ କିଭଳି ବ୍ୟବହାର କରନ୍ତି ସାନ୍ତାଳୀ ସମ୍ପ୍ରଦାୟର ,

Body:ତୁଳୀ ମାଧ୍ୟମରେ ଆଙ୍କିଲେ ଚିତ୍ରକାର, ପାଣି ଓ ପରିବେଶ କୁ କିଭଳି ବ୍ୟବହାର କରନ୍ତି ସାନ୍ତାଳୀ ସମ୍ପ୍ରଦାୟର ,

ଆଜି ଭୁବନେଶ୍ୱର ସ୍ଥିତ ମର୍ଡନ ଆର୍ଟ ଗ୍ୟାଲେରୀ ଏଭଳି କିଛି କଥା ବସ୍ତୁ କୁ ନେଇ ଚିତ୍ର କରୁ ଥିବା ଚିତ୍ର ଶିଳ୍ପୀ ଙ୍କୁ ଦେଖିବା କୁ ମିଳିଥିଲା। ଦୁଇ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ରେ ଓଡ଼ିଶାରୁ 15 ଜଣ ଚିତ୍ରଶିଳ୍ପୀ ଭାଗ ନେଇଛନ୍ତି। ନୂଆଦିଲ୍ଲୀ ର ଏକ ସ୍ୱେଚ୍ଛାସେବୀ ସଂଗଠନ ସେଟା ଏହି କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିବା ବେଳେ କିଭଳି ଓଡ଼ିଶା ର ସାନ୍ତାଳୀ ଜନଜାତି ପାଣି ର ବ୍ୟବହାର ଓ ସଂରକ୍ଷଣ କରନ୍ତି ତାହା ଏହି ପ୍ରତିଜେଗିତା ର ମୂଳ ଲକ୍ଷ ରହିଛି। ଦୁଇ ଦିନ ଧରି ଚାଲିଥିବା ଏହି ଶିବିର ରେ ଶେଷ ଦିନ ରେ ସର୍ବ ଶ୍ରେଷ୍ଠ 3 ଜଣ ପ୍ରତିଯୋଗୀ ଙ୍କୁ ପୁରସ୍କୃତ ମଧ୍ୟ କରାଯିବ ଏହା ସହ ପୁରସ୍କାର ଆକାର ର ରେ 30 ହାଜର , ଦ୍ୱତୀୟ କୁ 25 ହଜାର, ତୃତୀୟ କୁ 20 ହଜାର ଟଙ୍କା ପ୍ରଦାନ ମଧ୍ୟ କରାଯିବ ବୋଲି ସେ ।ଟା ପକ୍ଷରୁ ସୂଚନା ଦିଆ ଯାଇଛି।ସମସ୍ତ 15 ଜଣ ଚିତ୍ରଶିଳ୍ପୀ ଓଡ଼ିଶାର ହୋଇଥିବା ବେଳେ ଓଡ଼ିଶାର ସାନ୍ତାଳୀ ସମ୍ପ୍ରଦାୟର କୁ କେତେ ନିକଟ ରୁ ଜାଣିଛନ୍ତି ତାହା ମଧ୍ୟ ଚତ୍ର ମାଧ୍ୟମରେ ଜଣାଯିବ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.