ETV Bharat / city

ଲକଡାଉନ ପୂର୍ବରୁ ମଦ ପାଇଁ ପ୍ରବଳ ଭିଡ, ପୋଲିସ ଉପସ୍ଥିତିରେ କିଣିଲେ ଲୋକେ

author img

By

Published : May 3, 2021, 10:34 PM IST

ମଦ କାଉଣ୍ଟର ସାମ୍ନାରେ ପ୍ରବଳ ଭିଡ । ଲକଡାଉନ ପୂର୍ବରୁ ମଦ କିଣିବାକୁ କାଉଣ୍ଟରରେ ଏପରି ଖଚାଖଚ ଭିଡ ଦେଖିବାକୁ ମିଳିଛି । ଲାଇନ ମାନିଲେନି, କୋରେନା କଟକଣାକୁ ମଧ୍ୟ ଭୁଲିଗଲେ । ଅଧିକ ପଢନ୍ତୁ...

ମଦ କାଉଣ୍ଟରରେ ପ୍ରବଳ ଭିଡ: କୋଭିଡ ନିୟମକୁ ଫୁ
ମଦ କାଉଣ୍ଟରରେ ପ୍ରବଳ ଭିଡ: କୋଭିଡ ନିୟମକୁ ଫୁ

ଭୁବନେଶ୍ବର: ମଦ କାଉଣ୍ଟର ସାମ୍ନାରେ ପ୍ରବଳ ଭିଡ । ଲକଡାଉନ ପୂର୍ବରୁ ମଦ କିଣିବାକୁ କାଉଣ୍ଟରରେ ଏପରି ଖଚାଖଚ ଭିଡ ଦେଖିବାକୁ ମିଳିଛି । ଲାଇନ ମାନିଲେନି, କୋରେନା କଟକଣାକୁ ମଧ୍ୟ ଭୁଲିଗଲେ ।

ଲକଡାଉନ ପୂର୍ବରୁ ମଦ ପାଇଁ ପ୍ରବଳ ଭିଡ, ପୋଲିସ ଉପସ୍ଥିତିରେ କିଣିଲେ ଲୋକେ

କାଁଭାଁ କେତୋଟି ସ୍ଥାନରେ କଟକଣା ମାନୁଥିଲେ ମଧ୍ଯ ମଦ କିଣାରେ ନାହିଁ କୌଣସି ନିୟମ । ସେପଟେ ଗହଳି ଦୃଷ୍ଟିରୁ ବିଭିନ୍ନ ମଦ ଦୋକାନ ସାମ୍ନାରେ ପୋଲିସ ମୁତୟନ କରାଯାଇଛି । ତଥାପି ନିୟମ ନମାନି ଲୋକେ କିଣିଲେ ବୋତଲ ବୋତଲ ମଦ । ଯାହାକୁ ନେଇ ରାଜଧାନୀର ବିଭିନ୍ନ ମଦ ଦୋକାନରେ ଦେଖିବାକୁ ମିଳିଛି ଗହଳି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.