ETV Bharat / city

ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍‌ - ଉପଜିଲ୍ଲାପାଳ କାର୍ଯ୍ୟାଳୟ ବରିଷ୍ଠ କିରାଣୀ

ଭୁବନେଶ୍ବର ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ ଚାଲିଛି ।

ଭିଜିଲାନ୍ସ ରେଡ୍‌
ଭିଜିଲାନ୍ସ ରେଡ୍‌
author img

By

Published : Nov 12, 2020, 11:17 AM IST

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ସବକଲେକ୍ଟର ଅଫିସ ସିନିୟର କ୍ଲର୍କଙ୍କ ଘରେ ଭିଜିଲାନ୍ସ ରେଡ୍‌ । କ୍ଲର୍କ ଉଦୟନାଥ ଜେନାଙ୍କ ଘରେ ରେଡ କରିଛି ଭିଜିଲାନ୍ସ ।

ଭିଜିଲାନ୍ସ ରେଡ୍‌
ଭିଜିଲାନ୍ସ ରେଡ୍‌

ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ ପକ୍ଷରୁ 3ଟି ଟିମ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ସୁନ୍ଦରପଦା ଏବରଙ୍ଗ ସ୍ଥିତ ଘର ଓ କେନ୍ଦ୍ରାପଡା ରାଜନଗରରେ ଥିବା ପୈତୃକ ଘରେ ରେଡ ଜାରି ରହିଛି । ଏହାସହ ସବ କଲେକ୍ଟର କାର୍ଯ୍ୟାଳୟରେ ମଧ୍ୟ ରେଡ ଜାରି ରଖିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ରଖିଥିବା ନେଇ ଅଭିଯୋଗ ପରେ ଭିଜିଲାନ୍ସ ପକ୍ଷରୁ ଛାପା ମରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.