ETV Bharat / city

୨୭ରୁ ଭୁବନେଶ୍ବରରେ ସ୍ୱାଭାବିକ ହେବ ଟୀକାକରଣ

୨୭ରୁ ଭୁବନେଶ୍ବରରେ ସ୍ୱାଭାବିକ ହେବ ଟୀକାକରଣ । ବାତ୍ୟା ୟସ ଯୋଗୁଁ ଟୀକାକରଣକୁ ବାତିଲ କରାଯାଇଥିଲା । ଅଧିକ ପଢନ୍ତୁ...

୨୭ରୁ ରାଜ୍ୟରେ ସ୍ୱାଭାବିକ ହେବ ଟୀକାକରଣ
୨୭ରୁ ରାଜ୍ୟରେ ସ୍ୱାଭାବିକ ହେବ ଟୀକାକରଣ
author img

By

Published : May 26, 2021, 9:56 PM IST

ଭୁବନେଶ୍ବର: ମେ' ୨୭ରୁ ସ୍ୱାଭାବିକ ହେବ ଟୀକାକରଣ । ବାତ୍ୟା ୟସକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ୨୬ ଓ ୨୭ ତାରିଖ ଦୁଇ ଦିନ ଟୀକାକରଣକୁ ବାତିଲ କରିବା ନେଇ ବିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ।

୨୭ରୁ ରାଜ୍ୟରେ ସ୍ୱାଭାବିକ ହେବ ଟୀକାକରଣ
୨୭ରୁ ଭୁବନେଶ୍ବରରେ ସ୍ୱାଭାବିକ ହେବ ଟୀକାକରଣ

ତେବେ ବାତ୍ୟା ୟସ ଟଳି ଯାଇଥିବାରୁ ପୂର୍ବ ନିର୍ଦ୍ଧାରିତ ବ୍ୟବସ୍ଥା ଭିତରେ ୨୭, ୨୮ ତାରିଖରେ ଟୀକାକରଣ ସ୍ୱାଭାବିକ ହେବ। ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ମଧ୍ୟ ପୂର୍ବଭଳି ଡ୍ରାଇଭ ଇନ୍ ବ୍ୟବସ୍ଥାରେ ଟୀକାକରଣ କେନ୍ଦ୍ରରେ ଟିକା ମିଳିବ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.