ETV Bharat / city

ଆସୁଛି ବାତ୍ୟା, ରାଜଧାନୀରେ 2 ଦିନ ବନ୍ଦ ରହିବ ଟୀକାକରଣ - ଦୁଇଦିନ ବନ୍ଦ ରହିବ ଟୀକାକରଣ

ଆଜି ଓ ଆସନ୍ତାକାଲି ବନ୍ଦ ରହିବ ରାଜଧାନୀରେ ଟୀକାକରଣ । ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଭୁବନେଶ୍ବର ମହାନଗର ନିଗମ । ଅଧିକ ପଢନ୍ତୁ...

ସାମ୍ଭାବ୍ୟ ବାତ୍ୟା ପାଇଁ ରାଜଧାନୀରେ ଦୁଇ ଦିନ ଟିକାକରଣ ବନ୍ଦ

author img

By

Published : Sep 26, 2021, 10:54 AM IST

ଭୁବନେଶ୍ବର: ବାତ୍ୟାର ରୂପ ନେଇଛି ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ଧିରେ ଧିରେ ବାତ୍ୟା ‘ଗୁଲାବ’ ସ୍ଥଳଭାଗ ଆଡ଼କୁ ମୁହାଁଉଛି । ଏନେଇ ରାଜଧାନୀରେ ଟୀକାକରଣ ଦୁଇ ଦିନ ବନ୍ଦ ରହିବ ବୋଲି ବିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

  • Announcement 📢
    The Covid-19 vaccination drive in Bhubaneswar will not be held tomorrow (Sept 26th) & day after tomorrow (Sept 27th) in any vaccination center in view of possible impact of the impending Cyclone.

    The Vaccination Programme will resume from Tuesday(Sept 28th). pic.twitter.com/boFIzIphjC

    — BMC (@bmcbbsr) September 25, 2021 " class="align-text-top noRightClick twitterSection" data=" ">

ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଭୁବନେଶ୍ବର ମହାନଗର ନିଗମ । ଆଜି ଓ ଆସନ୍ତାକାଲି ବନ୍ଦ ରହିବ ଟୀକାକରଣ । ଏନେଇ ଟୁଇଟ ଯୋଗେ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.