ETV Bharat / city

ରାଜ୍ୟର ଘରୋଇ ହସ୍ପିଟାଲ ଗୁଡିକରେ ଟୀକାକରଣ ବାତିଲ

ରାଜ୍ୟରେ ଜୋରଦାର ଟୀକାକରଣ ଚାଲିଥିବା ବେଳେ ରାଜ୍ୟରେ ଘରୋଇ ହସ୍ପିଟାଲରେ କରାଯାଉଥିବା ଟୀକାକରଣକୁ ସରକାର ବାତିଲ କରିଛନ୍ତି । ଅଧିକ ପଢନ୍ତୁ...

vaccination-stopped-at-a-private-hospital
ରାଜ୍ୟର ଘରୋଇ ହସ୍ପିଟାଲ ଗୁଡିକରେ ଟୀକାକରଣ ବାତିଲ
author img

By

Published : Jun 24, 2021, 10:57 PM IST

ଭୁବନେଶ୍ବର : ରାଜ୍ୟରେ ଜୋରଦାର ଟୀକାକରଣ ଚାଲିଥିବା ବେଳେ ରାଜ୍ୟରେ ଘରୋଇ ହସ୍ପିଟାଲରେ କରାଯାଉଥିବା ଟୀକାକରଣକୁ ସରକାର ବାତିଲ କରିଛନ୍ତି ।

ବର୍ତ୍ତମାନ ସଂଶୋଧିତ କୋରୋନା ଟୀକାକରଣ ଅଭିଯାନ ଅଧୀନରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଟୀକା ଯୋଗାଇ ଦିଆଯିବ । 18 ବର୍ଷରୁ ଅଧିକ ନାଗରିକଙ୍କ ଟୀକାକରଣ ପାଇଁ ଘରୋଇ ଡାକ୍ତରଖାନାକୁ ଟିକା ଯୋଗାଣ ବନ୍ଦ କରିବାକୁ ଏବଂ ଘରୋଇ ହସ୍ପିଟାଲରୁ ଟିକା ଷ୍ଟକ୍ ପ୍ରତ୍ୟାହାର କରିବାକୁ ଅନୁରୋଧ କରାଯାଇଛି ।

vaccination-stopped-at-a-private-hospital
ରାଜ୍ୟର ଘରୋଇ ହସ୍ପିଟାଲ ଗୁଡିକରେ ଟୀକାକରଣ ବାତିଲ

ଘରୋଇ ଡାକ୍ତରଖାନାଗୁଡ଼ିକ ସିଟିଜେନ୍ସକୁ ଟୀକାକରଣ ଯୋଗାଇବା ପାଇଁ ମଧ୍ୟସ୍ଥି ହୋଇଥିଲେ । ଉକ୍ତ ସଂଶୋଧିତ ଗାଇଡଲାଇନ ଅନୁଯାୟୀ ଉତ୍ପାଦକଙ୍କଠାରୁ ସିଧାସଳଖ ଟିକା କିଣିପାରିବେ ଘରୋଇ ହସ୍ପିଟାଲ । ଏନେଇ ଭୁବନେଶ୍ୱର କଟକ ବ୍ରହ୍ମପୁର ସମ୍ବଲପୁର ଏବଂ ରାଉରକେଲା ଜିଲ୍ଲାପାଳ ଓ ମହାନଗର ନିଗମକୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.