ETV Bharat / city

ବଦଳିବ ଟୀକାକରଣ ସମୟ: ସକାଳେ ପ୍ରଥମ ଡୋଜ, ଅପରାହ୍ନରେ 2ୟ ଡୋଜ - bhubaneswar vaccination scheduled

ରାଜଧାନୀରେ ପୁଣି ବଦଳିବ ଟୀକାକରଣ ସମୟ । ସକାଳେ ଦିଆଯିବ ପ୍ରଥମ ଡୋଜ ଏବଂ ଅପରାହ୍ନରେ ଦ୍ବିତୀୟ ଡୋଜ୍ । ଏନେଇ ବିଏମସି କମିଶନର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ବଦଳିବ ଟୀକାକରଣ ସମୟ: ସକାଳେ 1ମ ଡୋଜ, ଅପରାହ୍ନରେ 2ୟ ଡୋଜ

author img

By

Published : Jun 11, 2021, 9:24 PM IST

ଭୁବନେଶ୍ବର: ରାଜଧାନୀରେ ପୁଣି ବଦଳିବ ଟୀକାକରଣ ସମୟ । ସକାଳେ ଦିଆଯିବ ପ୍ରଥମ ଡୋଜ ଏବଂ ଅପରାହ୍ନରେ ଦ୍ବିତୀୟ ଡୋଜ୍ । ଏନେଇ ବିଏମସି କମିଶନର ସୂଚନା ଦେଇଛନ୍ତି। ପ୍ରଥମ ଡୋଜ୍ ନେଇଥିବା ଯୁବ ବର୍ଗଙ୍କୁ ଡ୍ୟୁ ଡେଟ୍ ମୁତାବକ ଦ୍ବିତୀୟ ଡୋଜ୍ ଟୀକାକରଣ ଜାରି ରହିଛି।

ବଦଳିବ ଟୀକାକରଣ ସମୟ: ସକାଳେ 1ମ ଡୋଜ, ଅପରାହ୍ନରେ 2ୟ ଡୋଜ

ଆସନ୍ତା ସୋମବାର ସୁଦ୍ଧା ଏହା ଶେଷ ହେବ ବୋଲି ସୂଚନା ମିଳିଛି । ଏହାପରେ ବଳକା ୧୮-୪୪ ବର୍ଗର ହିତାଧିକାରୀ ମାନଙ୍କ ପାଇଁ ପ୍ରଥମ ଡୋଜ୍ ଟିକାଦାନ ଆରମ୍ଭ ହେବ। ସକାଳ ସମୟରେ ପ୍ରଥମ ଡୋଜ୍ ଏବଂ ଅପରାହ୍ନରେ ଉଭୟ ୧୮-୪୪ ବର୍ଗ ଓ ୪୫ ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ଦ୍ବିତୀୟ ଡୋଜ୍ ଦିଆଯିବ । ଏନେଇ ଖୁବଶିଘ୍ର ଏକ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଏମସି କମିଶନର ସଂଜୟ ସିଂ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.